ଶୁକ୍ରବାର ଓଡ଼ିଶା ଆସିବେ ଜେପି ନଡ୍ଡା, ଆୟୁଷ୍ମାନ ଭାରତ ଯୋଜନାରେ କରିବେ ଶୁଭାରମ୍ଭ
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା । ଶୁକ୍ରବାର ଦିନ ୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ସେଠାରୁ ସିଧା କଟକ ବାଲିଯାତ୍ରା ପଡିଆ ଯିବେ । ସେଠାରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ ।
କଟକକୁ ଛାଡ଼ି ଆଉ ୧୨ଟି!-->!-->!-->…
