କମିଶନରେଟ୍ ପୋଲିସର ଆକ୍ସନ, ଗାଡିକୁ କଟା ହେଲା ମୋଡିଫାଏଡ୍ ସାଇଲେନସର୍
ବିକଟାଳ ଶବ୍ଦ କରୁଥିବା ଗାଡି ବିରୋଧରେ ଆକ୍ସନ । କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ମୋଡିଫାଏଡ ସାଇଲେସନସର ଲଗାଇଥିବା ଯୁବକଙ୍କ ବାଇକ୍କୁ ଜବତ କରାଯାଇଛି । ଏହାସହିତ ମୋଡିଫାଏଡ ସାଇଲେନସର ପାଇପ୍କୁ ବି କଟାଯାଇଛି ।
ଖବର ଅନୁଯାୟୀ, ବାଇକ୍ରେ କିଛି!-->!-->!-->…
