Odia News Portal
Browsing Tag

swadhikar news

ନଦୀରୁ ଜଳପତ୍ତନ କମୁଛି, ରିଲିଫ କେନ୍ଦ୍ରରୁ ଲୋକେ ଫେରୁଛନ୍ତି: ମନ୍ତ୍ରୀ

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ରାଜ୍ୟର ନଦୀଗୁଡ଼ିକରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କ ଭିସି ଚ୍ଯାମ୍ବରରେ ରାଜ୍ଯରେ ବନ୍ଯାସ୍ଥିତି ନେଇ ସମୀକ୍ଷା ବୈଠକରେ କହିଛନ୍ତି, ରାଜ୍ଯର ବିଭିନ୍ନ ନଦୀରସ୍ଥିତି ଉପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ

ପୁଲିସ ଏନ୍‌କାଉଣ୍ଟର୍‌ରେ ୭ ନିହତ: ମାଲକାନଗିରି ସୀମାରେ ଟଳିଲେ ୪ ନକ୍ସଲ, ଲାଲ ବାହିନୀର ବ୍ୟାପକ କ୍ଷୟକ୍ଷତି

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୪ ନକ୍ସଲ। ଲାଲ ବାହିନୀର ବିପୁଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଗୁଇନ୍ଦା ସୂତ୍ରରୁ ବିଜାପୁର ପୁଲିସକୁ ନକ୍ସଲଙ୍କ କ୍ୟାମ୍ପ ସଂପର୍କରେ

ବନ୍ଧା ହେଲେ ବିଜେଡି କର୍ପୋରେଟର୍‌ ଅମରେଶ ଜେନା

ବିଜେଡି କର୍ପୋରେଟର୍‌ ଅମରେଶ ଜେନାଙ୍କୁ ଅବଶେଷରେ ଗିରଫ କରିଛି କମିସନରେଟ୍ ପୁଲିସ୍। ତାଙ୍କୁ ବାଲେଶ୍ବରରୁ ଗିରଫ କରାଯାଇଥିବାର ସୂଚନା ରହିଛି। ଗତକାଲି ତାଙ୍କୁ ଫେରାର ହେବା‌ରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିଲେ। ଅଭିଯୁକ୍ତମାନେ ‌ବଡ଼ଗଡ଼

ଭୁବନେଶ୍ବର କର୍ପୋରେଟର୍‌ ଅମରେଶ ଜେନାଙ୍କୁ ନିଲମ୍ବିତ କଲା ବିଜେଡି

ଭୁବନେଶ୍ବର କର୍ପୋରେଟର୍‌ ଅମରେଶ ଜେନାଙ୍କୁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦୁଷ୍କର୍ମ ଅଭିଯୋଗରେ କମିସନରେଟ୍ ପୁଲିସ୍ ତାଙ୍କୁ ଗିରଫ କରିବା ପରେ ଦଳ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି କର୍ପୋରେଟର୍‌ ଅମରେଶ ଜେନାଙ୍କୁ ବାଲେଶ୍ବରରୁ ଗିରଫ କରାଯାଇଛି। ଗତକାଲି

ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ଫରେନ୍‌ସିକ୍ କାର୍ଯ୍ୟାଳୟକୁ ଯିବ ଘଟଣାସ୍ଥଳରୁ ଜବତ ସାମଗ୍ରୀ

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଫରେନ୍‌ସିକ୍ କାର୍ଯ୍ୟାଳୟକୁ ଯିବ ଘଟଣାସ୍ଥଳରୁ ଜବତ ସାମଗ୍ରୀ । ରାଜ୍ୟ ଓ ଜିଲ୍ଲା ଫରେନ୍ସକି ଟିମ ଅପରାଧ ଘଟିଥିବା ସ୍ଥଳ, ନାବାଳିକାଙ୍କ ଘରୁ, ପ୍ରଥମେ ନାବାଳିକାଙ୍କୁ ଉଦ୍ଧାର କରିଥିବା ଦୁଃଖୀଶ୍ୟାମଙ୍କ ଘରୁ ଅନେକ ସାମଗ୍ରୀ ଜବତ କରିଛି । ଜବତ କିରୋସିନ

ଆନ୍ଧ୍ର ଓ ତେଲେଙ୍ଗାନାରେ ବର୍ଷା, ଓଡ଼ିଶାରେ ବଡ଼ ପ୍ରଭାବ

ପ୍ରବଳ ବର୍ଷାରେ ବେହାଲ ଆନ୍ଧ୍ର ଓ ତେଲେଙ୍ଗାନା । ଯାତାୟତ ଏକପ୍ରକାର ଠପ ହୋଇଥିବା ବେଳେ ଲଗାଣ ବର୍ଷାରେ କିଛି ନଦୀରେ ପାଣି ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି । ଉଭୟ ରାଜ୍ୟରେ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ପ୍ରବଳ ବର୍ଷା

ମନ୍ତ୍ରିମଣ୍ଡଳର ଛଅ ପଦବୀ ପୂରଣ କରାଯିବ

ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସାମ୍ବାଦିକମାନଙ୍କୁ କହିଛନ୍ତି,ରାଜ୍ୟ କମିଟି, ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ଗଠନ କାମ ସାରିବା ନେଇ

ବଳଙ୍ଗା ନାବାଳିକା ପୋଡ଼ି ମାମଲା: ଏମ୍‌ସ ଦିଲ୍ଲୀରେ ପୀଡ଼ିତାଙ୍କ ବୟାନ ରେକର୍ଡ

ପୁରୀଜିଲ୍ଲା ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କ୍ରାଇମ୍‌ବ୍ରାଞ୍ଚଙ୍କୁ ଅନେକ ତଥ୍ୟ ହାସଲ ହୋଇଛି। ବଳଙ୍ଗା ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚର ଟିମ୍‌ କ୍ରାଇମ୍‌ ସ୍ପଟ୍‌ର ରୁପା ମୁଦି ଓ ଅଳଂକାର ଦୋକାନୀଙ୍କ ମାଧ୍ୟମରେ ଅନେକ ତଥ୍ୟ ବାହାର କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଏମ୍ସ ଦିଲ୍ଲୀରେ

ସରକାର ବର୍ଷେ ଭିତରେ ୨ ଲକ୍ଷ ନୂଆ ଜବ କାର୍ଡ ଦେଇଛନ୍ତି: ମନ୍ତ୍ରୀ

ଫେକ ଜବ କାର୍ଡ ଧରିବାକୁ ଆରମ୍ଭ ହେବ ଇକେୱାଇସି । ଜବ କାର୍ଡ ଧାରୀ କରିବେ ଇକେୱାଇସି । ତିନି ମାସ ଭିତରେ ଜବ କାର୍ଡ ଇକେୱାଇସି ନ କଲେ କଟିବ ଜବ କାର୍ଡ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ। ତିନି ମାସ ଭିତରେ ଜବ କାର୍ଡ

ରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଅବସରରେ ମନମୋହନ ସାମଲ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଅବସରରେ ମନମୋହନ ସାମଲ