ଓମଫେଡ ଡ୍ରାଇଭରଙ୍କୁ ପୋଲିସର ଅଟକ ପ୍ରତିବାଦରେ ଧାରଣା
ଓମଫେଡ ଡ୍ରାଇଭରଙ୍କୁ ପୋଲିସର ଅଟକ ପ୍ରତିବାଦରେ ଧାରଣା । ନରାଜ ସ୍ଥିତ ଓମଫେଡ ସେଂଟର ଆଗରେ ଓମଫେଡ ଠିକା ଡ୍ରାଇଭର ମାନେ ଆନ୍ଦୋଳନ କରୁଛନ୍ତି । ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ପୁରୀ, କଟକ, ଭୁବନେଶ୍ବର, ଜଟଣୀକୁ ଯାଇପାରୁନି ଓମଫେଡ କ୍ଷୀର । ପାଖାପଖି ଲକ୍ଷେ ଲିଟରରୁ ଅଧିକ କ୍ଷୀର ଯୋଗାଣ!-->…
