ପ୍ରଦୂଷଣ ବଢ଼ାଉଛି ଇଟାଭାଟି: ସହର ଜଗିଛନ୍ତି, ଉପକଣ୍ଠ ମେଲା
ଭୁବନେଶ୍ବରରେ ବାୟୁମଣ୍ଡଳ ପ୍ରଦୂଷଣ ମାତ୍ରା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି। ଏକ୍ୟୁଆଇ(ଏୟାର କ୍ବାଲିଟି ଇଣ୍ଡେକ୍ସ) ଅଧିକାଂଶ ସମୟ ୩ଶହରୁ ଖସୁନି। ସଂଧ୍ୟାରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ପ୍ରଦୂଷଣମାତ୍ରା ଏତେ ବଢ଼ିଯାଇଛି ଯେ ରାତିରେ ଘନ କୁହୁଡ଼ିରେ ଯିବା କଷ୍ଟକର ହୋଇପଡ଼ୁଛି।…
