ରେଲୱେ ଟ୍ରାକରୁ ମିଳିଲା ୨ ମହିଳାଙ୍କ ମୃତଦେହ
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ କୁକୁଡାହାଡ଼ ଗାଁ ନିକଟ ରେଲୱେ ଟ୍ରାକରୁ ଦୁଇ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଦ୍ୱୟଙ୍କର ପରିଚୟ ମିଳିନାହିଁ।
ଆଜି ସକାଳେ ମହିଳା ଦୁଇ ଜଣଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଟ୍ରାକରେ ପଡ଼ିଥିବା!-->!-->!-->…
