୧୨ ବର୍ଷର ତପସ୍ୟା କୁ ଶୁଖୁଆ ଝୋଳରେ ସାରିଦେଲେ ବିଜେପି ସରକାର
କନ୍ଧମାଳ ଜିଲ୍ଲା ରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣ ଆଦିବାସୀଙ୍କର ମୃତ୍ୟୁ ଘଟଣା କୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି l ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମ ସରକାରଙ୍କ ର ବିକାଶ ମୂଳକ ଯୋଜନା ଲୋକଙ୍କୁ!-->…
