ଅଭାବନୀୟ ଘଟଣା: ବୋହୂର ନାକ କାଟିଦେଲା ଶ୍ବଶୁର
ବୋହୂର ନାକ କାଟିଦେଲା ଶ୍ବଶୁର। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କଟକ ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁରେ। ମିଳିଥିବା ସୂଚନା ମୁତାବକ, ନାତୁଣୀ ଛୁରି ଧରି ଖେଳୁଥିବା ବେଳେ ଶ୍ବଶୁର ଅମର ନାୟକ ଏହାକୁ ଆପତ୍ତି ଉଠାଇବା ସହ ନାତୁଣୀକୁ ପିଟିଥିଲେ। ଏହି ଘଟଣାକୁ ନେଇ ବୋହୂ ଓ ଶ୍ବଶୁର ମଧ୍ୟରେ!-->…
