Odia News Portal
Browsing Tag

swadhikar news

ଡାକ୍ତରୀ ପାଠ ନ ପଢ଼ି ବି ସାଜିଥିଲେ ଡାକ୍ତର, ବାନ୍ଧିଲା ପୁଲିସ୍‌

ଡାକ୍ତରୀ ପାଠ ପଢ଼ି ନ ଥିଲେ। ହେଲେ ସାଜିଥିଲେ ଡାକ୍ତର। ଏମବିବିଏସ୍ ଡିଗ୍ରୀ ନ ଥାଇ ବି କରୁଥିଲେ ରୋଗୀ ଚିକିତ୍ସା। ବେଆଇନ ଭାବରେ କ୍ଲିନିକ ଖୋଲି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଏପରି ଜଣେ ନକଲି ଡାକ୍ତରଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଘଟଣା ଆଦିବାସୀ ଅଧ୍ୟୁଷିତ ବଲାଙ୍ଗିର

ଛାତ୍ରଙ୍କୁ ରାଗିଂ ଘଟଣା; ୧୭ ଛାତ୍ରଙ୍କ ବିରୋଧରେ କଡ଼ା ଆକ୍ସନ

ପ୍ରାୟ ୧୫ ଦିନ ତଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଥମ ବର୍ଷ ଛାତ୍ର ରାଗିଂ ହୋଇଥିବା ଘଟଣା ସାମନାକୁ ଆସିଥିଲା। ଏହି ଘଟଣାରେ ୧୭ ଛାତ୍ରଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଅଭିଯୁକ୍ତ ୧୭ ଛାତ୍ରଙ୍କ ମଧ୍ୟରୁ ୪ଜଣ ଦ୍ୱିତୀୟ ବର୍ଷର

ହବିଷ୍ୟାଳିମାନଙ୍କ ପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ

ହବିଷ୍ୟାଳିଙ୍କ ପାଇଁ ଆସିଲା ବଡ ଖବର ଆଜିଠାରୁ କରିପାରିବେ ପଞ୍ଜୀକରଣ। ଚଳିତ ବର୍ଷ ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ ଆଜି ଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତଚାଲିବାକୁ ଥିବା ବେଳେ  ଅନଲାଇନ ମାଧ୍ୟମରେ ହବିଷ୍ୟାଳିମାନ ପଞ୍ଜିକରଣ କରିପାରିବେ । ଏହାସହିତ ଏହି ବର୍ଷ

ପୋଲିସକୁ ଅତର୍କିତ ଆକ୍ରମଣ

ବୁର୍ଲାରେ ପୋଲିସକୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଦୁର୍ବୃତ୍ତମାନେ ଜଣେ କନଷ୍ଟେବଲଙ୍କ ପାପୁଲିକୁ ହାଣି ଛିଡ଼ାଇ ଦେଇଥିବା ଜଣାପଡ଼ିଛି । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲି ଗାଁରେ ପୋଲିସ ଉପରେ ଏଭଳି ଅତର୍କିତ ଆକ୍ରମଣ ହୋଇଛି । ଏକ ଗଣ୍ଡଗୋଳ ଘଟଣାର

୧୨ ଘଣ୍ଟିଆ କୋରାପୁଟ ବନ୍ଦ; ଜୀବନଯାତ୍ରା ଠପ୍

ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଆଜି କୋରାପୁଟ ବନ୍ଦ ଡାକରା ଦିଆଯାଇଛି।  ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ଡାକରାରେ ସକାଳ ୬ଟାରୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ଭୁବନେଶ୍ୱରରେ ହେବ ନୂଆ ଟର୍ମିନାଲ

ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଟର୍ମିନାଲ ନିର୍ମାଣ କରାଯିବ । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।ଭୁବନେଶ୍ୱର ବିମାନବନ୍ଦରରେ ସମୀକ୍ଷା ପରେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପୁରୁଣା ଟର୍ମିନାଲ ପାଖରେ ନୂଆ

୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ

ନିଲାମ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ । ଅର୍ପଣ ଚାଉଳ ନିଲାମ ନେଇ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । ସମୁଦାୟ ୧୦ ହଜାର ୩୨୨ କୁଇଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଥିବା ସୂଚନା ମିଳିଛି । ମୋଟ ୨

ବିଜେପିକୁ ବିଜେଡିର ପାଲଟା ଆକ୍ରମଣ

ନିର୍ବାଚନ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ଭି.କେ ପାଣ୍ଡିଆନ୍‌, ପ୍ରଣବପ୍ରକାଶ ଦାସ(ବବି)ଙ୍କ ବିରୋଧରେ ଗପୁଥିବା ବିଜେପି ଏବେ ପୁରା ଚୁପ୍‌। ଚାରିମାସ ହେଲା ସରକାରକୁ ଆସିବା ପରେ ବିଜେଡିର ଜଣେ ହେଲେ ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ

ମୁଁ ଯାଜପୁର ପାଇଁ ଲଢିବି ଉପନିର୍ବାଚନ ପାଇଁ ନୁହେଁ

ସୁଜତା ସାହୁଙ୍କ ରଣ ହୁଙ୍କାର । ଯାଜପୁର ବିଜେଡି ବିଧାୟିକା ସୁଜାରା ସାହୁଙ୍କ ଗୁରିତ୍ୱପୂର୍ଣ୍ଣ ମନ୍ତବ୍ୟ । କାଲି ବବି ଦାସଙ୍କ ରଣ ହୁଙ୍କାର ପରେ ଆସି ସୁଜାତା ସାହୁଙ୍କ ରଣ ହୁଙ୍କାର । ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢିବେ କହି ନାହାଁନ୍ତି ବୋଲି କହିଛନ୍ତି ସୁଜାତା ।

ରାଜ୍ୟରେ ଖୁବ୍‌ଶୀଘ୍ର ଏନ୍‌ଇପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଓଡ଼ିଶାରେ ଖୁବ୍‌ଶୀଘ୍ର ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ କାର୍ୟ୍ୟକାରୀ ହେବାକୁ ଯାଉଛି। ଏନେଇ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରସ୍ତୁତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ