ଶାଶୁ ଓ ସ୍ତ୍ରୀକୁ ବୀଭତ୍ସ ହତ୍ୟା
ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ପୋଡାବଲଣ୍ଡା ଗାଁରେ ଡବଲ ମର୍ଡର । ଶାଶୁ ଓ ସ୍ତ୍ରୀକୁ ଅତି ନିର୍ମମ ଭାବେ ଶାବଳରେ ଭୁସି ହତ୍ୟା କରିଛି ନୃଶଂଶ ଜ୍ୱାଇଁ । ପାରିବାରିକ କଳହରୁ ଜ୍ୱାଇଁ ହତ୍ୟା କରିଥିବା ସୂଚନା । ହତ୍ୟା ପରେ ନିଜର ଅଢେଇ ବର୍ଷର ଛୁଆକୁ ଧରି ରେଢାଖୋଲ ଥାନାରେ ଆତ୍ମସମର୍ପଣ!-->…
