ବଡବଡିଆଙ୍କ ଘରେ ବୁଲଡୋଜର ଚାଲିବ : ମନ୍ତ୍ରୀ ସୁରେଶ ପୂଜାରୀ
ଜବରଦଖଲକାରୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ଚେତାବନୀ । ପ୍ରଭାବଶାଳୀଙ୍କ କବଜାରେ ଥିବା ଜମି ଇଚ୍ଛେଦ ହେବ । ଜଙ୍ଗଲ ଜମି ମାଡି ବସିଥିଲେ ଉଚ୍ଛେଦ କରାଯିବ । ବଡବଡିଆ ଓ ପ୍ରଭାବଶାଳୀଙ୍କଠୁ ଜବରଦଖଲ ମୁକ୍ତ ହେବ । ଆସ୍ ଡମ୍ପିଂ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଶିଳ୍ପାନୁଷ୍ଠାନର!-->…
