Odia News Portal
Browsing Tag

swadhikar news

ମମତାଙ୍କ ଚାଞ୍ଚଲ୍ୟକର ବୟାନ୍‌, କହିଲେ

କୁଡୁମୀ ସମ୍ପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତଙ୍କୁ ମିଳିଥିଲା ଅଲ୍‌ଟିମେଟ୍‌ମ। ଆଉ ସେହି ଅଲ୍‌ଟିମେଟ୍‌ମ ଦେଇଥିଲେ ବିଜେଡିର ପାୱାରଫୁଲ୍‌ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି। ଅଗଷ୍ଟ ୪ ତାରିଖରେ ତୁମର ହିସାବ କରାଯିବ ବୋଲି ବବି କହିଥିବା ମମତା ମହାନ୍ତ ଆଜି କହିଛନ୍ତି।ବିଜେପିରେ

ରିମାଣ୍ଡରେ ଗଲା ରଙ୍ଗିଲା ୫ ସ୍ତ୍ରୀଙ୍କ ସ୍ବାମୀ

ବିଗତ ୨ ଦିନ ହେବ ଆଳୁ ଗାଡ଼ି ନଆସିବାରୁ ରାଜ୍ୟରେ ଆଳୁର ଅଭାବ ଦେଖିବାକୁ ମିଳିଛି । ଯେଉଁ କିଛି ବ୍ୟବସାୟୀଙ୍କ ପାଖରେ ଆଳୁ ରହିଛି ସେମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି । ରାଜ୍ୟରେ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁର ଗ୍ରହଣୀୟତା ନଥିବାରୁ ବ୍ୟବସାୟୀ କ୍ଷତି ସହୁଛନ୍ତି । ଆମ

ପୁଣି ସାରା ରାଜ୍ୟରେ ଆଳୁ ଦରରେ ନିଆଁ; କେଜି ଛୁଇଁଲା ୬୦

ବଜାରରେ ପୁଣି ଆଳୁର ଅଭାବ। କଟକ ଛତ୍ରବଜାରକୁ ଆଜି ଆସି ପାରିନି ଆଳୁ ଗାଡ଼ି। ଫଳରେ ଆଳୁ ଦର ପୁଣି ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି। କଟକରେ ଆଳୁ ଦର କିଲୋ ପିଛା ୫୦ ଟଙ୍କା ଯାଏଁ ପହଞ୍ଚିଲାଣି। ପୂର୍ବରୁ ୪୦ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଆଜି ଏହା ୫୦ ଟଙ୍କାରେ ପହଞ୍ଚିଛି। ଯାହାକୁ

୫୦୦୦ ଲୋକଙ୍କ ଗୁହାରୀ ଶୁଣିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ

ଆଜି ଖୋଲିଥିଲା ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠ। ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ। ଅଭିଯୋଗ ଶୁଣାଣି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ସମୁଦାୟ ୨୪୦୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ପ୍ରାୟ ୫ ହଜାରରୁ ଅଧିକ ଲୋକ ଗୁହାରୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସମସ୍ତ ବିଜେପି ସାଂସଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡ଼ିଶା ସାଂସଦ। ଆଜି ସଂସଦ ଭବନ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡ଼ିଶାର ସମସ୍ତ ୨୦ ବିଜେପି ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ସାଂସଦଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

ଅଭାବନୀୟ ଘଟଣା: ବୋହୂର ନାକ କାଟିଦେଲା ଶ୍ବଶୁର

ବୋହୂର ନାକ କାଟିଦେଲା ଶ୍ବଶୁର। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କଟକ ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁରେ। ମିଳିଥିବା ସୂଚନା ମୁତାବକ, ନାତୁଣୀ ଛୁରି ଧରି ଖେଳୁଥିବା ବେଳେ ଶ୍ବଶୁର ଅମର ନାୟକ ଏହାକୁ ଆପତ୍ତି ଉଠାଇବା ସହ ନାତୁଣୀକୁ ପିଟିଥିଲେ। ଏହି ଘଟଣାକୁ ନେଇ ବୋହୂ ଓ ଶ୍ବଶୁର ମଧ୍ୟରେ

ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ

ପଞ୍ଜାବରୁ ଆସିବ ଆଳୁ। ଆଳୁ ସଙ୍କଟର ସମାଧାନ ପାଇଁ ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଏବେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଶୀଘ୍ର ପଚିଯାଉଥିବା ନେଇ ଯାହା କୁହାଯାଉଛି ତାହା ମିଛ କଥା । ଓଡ଼ିଶାରେ ବିକ୍ରି

ସଡକ ଦୁର୍ଘଟଣା : ୧ ମୃତ

କାଉଡିଆଙ୍କ ଉପରେ ଚଢ଼ିଗଲା ନେତାଙ୍କ ଗାଡି। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଅନ୍ୟ କାଉଡିଆ ଗୁରୁତର ହୋଇଛନ୍ତି। ଉତ୍ତର ପ୍ରଦେଶର ସୀତାପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା। ସୂଚନା ମୁତାବକ, ଉତ୍ତରପ୍ରଦେଶର ମହମୁଦାବାଦ ପୁଲିସ ଷ୍ଟେସନ ନିକଟସ୍ଥ ଜରାୟପୁର ଗତକାଲି

ସଂକଳ୍ପପତ୍ରର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭଲ ପାଇବା ପାଇଁ ଏହା ସମ୍ଭବ ହୋଇପାରିଛି । ବିଜେପି ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଛି ତାହା ପୂରଣ କରିବାପାଇଁ ପ୍ରତିଶ୍ରୁତିବଦ୍ଧ । ବିକାଶକୁ ମୁଖ୍ୟ ଆଧାର କରି ଚଳିତ ଥର ଲୋକାଭିମୁଖୀ

ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ମାମଲା ରୁଜୁ

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟାଳୟକୁ ବୋମା ଧମକ । ଅଲ୍ କାଏଦା ନାମକ ଜଣେ ୟୁଜରଙ୍କ ଆଇଡିରୁ ଏହି ଧମକ ମିଳିଛି । ତେବେ ବିହାର ପୋଲିସ ଏ ବାବଦରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଚିବାଳୟ