ରାଜ୍ୟପାଳଙ୍କ ଅଭିଭାଷଣ, କହିଲେ- ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣ ଲକ୍ଷ୍ୟ
ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା ବେଳେ ନିଜ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ବିଜେପି କ୍ଷମତାକୁ ଆସିବା ପରେ ଏହା ମୋହନ ସରକାରର ପ୍ରଥମ ବଜେଟ୍ ଅଧିବେଶନ। ୨୫ରେ ଉପସ୍ଥାପନ ହେବ ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ୍ ।
!-->!-->!-->…
