ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଟାର୍ଗେଟ, ସୀମା ଭିତରେ ରହିବାକୁ ଦେଲେ ପରାମର୍ଶ
ଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତାଙ୍କୁ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ମନ୍ତବ୍ୟ ବିରୋଧରେ ଆଜି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କଡ଼ା ମନ୍ତବ୍ୟ ରଖି ସୀମା ଭିତରେ ରହିବାକୁ ଅପରାଜିତା ପରାମର୍ଶ ଦେଇଛନ୍ତି । କହିଛନ୍ତି, ପାଣ୍ଡିଆନ୍ ଜାଣିବା ଉଚିତ୍!-->…
