ମେ’୧୩ରେ ରୋଡ଼ ଶୋ, ୧୪ରେ ବାରାଣସୀର ଆସନରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ' ୧୪ ତାରିଖରେ ବାରାଣସୀ ଲୋକସଭା ଆସନରୁ ନାମାଙ୍କନ ଭରିବେ । ଏହା ପୂର୍ବରୁ ସେ କାଶୀ ବିଶ୍ୱନାଥ ଧାମ ଏବଂ କାଳ ଭୈରବଙ୍କ ଦର୍ଶନ କରିବେ । ମେ ୧୩ରେ ମୋଦି ବାରାଣସୀରେ ପହଞ୍ଚି ରୋଡ୍ ଶୋ' କରିବେ। ବାରାଣସୀରେ ସପ୍ତମ ପର୍ଯ୍ୟାୟରେ ଜୁନ୍ ୧ରେ ମତଦାନ ହେବ ।!-->…
