Odia News Portal
Browsing Tag

swadhikar news

ପଦ୍ମ ଧରିବେ ପ୍ରଶାନ୍ତ ଜଗଦ୍ଦେବ 

ବିଜେପିରେ ଯୋଗଦେଇପାରନ୍ତି ପ୍ରଶାନ୍ତ ଜଗଦ୍ଦେବ । ପଦ୍ମ ଧରିପାରନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜି ଅପରାହ୍ଣଣରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା । ବିଜେଡି ତାଙ୍କୁ ପୁଣି ଥରେ ଟିକେଟ ଦେବ ନାହିଁ ବୋଲି ଜାଣିବା ପରେ ଜଗଦ୍ଦେବ ବିଜେପିରେ ସାମିଲ ହେବା ପାଇଁ ନିଷ୍ପତି

ଆଜି ଉଦଘାଟିତ ହେବ ଦ୍ବିତୀୟ ପର୍ଯ୍ୟାୟ ‘ଆମ ବ୍ୟାଙ୍କ’ ଯୋଜନା 

ହାତ ପାହାନ୍ତାରେ ପହଞ୍ଚିଲା ବ୍ୟାଙ୍କ ସୁବିଧା । ବ୍ୟାଙ୍କ ନଥିବା ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଯୋଜନା । ରାଜ୍ଯରେ ଦ୍ବିତୀୟ ପର୍ଯ୍ୟାୟରେ ଆଜି ୨ହଜାର ସିଏସପି ପ୍ଲସ ଶାଖାର ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ଲୋକସେବା

ଭିଜିଲାନ୍ସ ଜାଲରେ ରାଉରକେଲା ESI ମେଡିକାଲର ବରିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ରାଉରକେଲା ESI ମେଡିକାଲର ବରିଷ୍ଠ କିରାଣୀ । ଜେଲ ରୋଡ୍ ESI ମେଡିକାଲର ବରିଷ୍ଠ କିରାଣୀ ଅଭିରାମ ସାହୁଙ୍କୁ ଧରିଲା ଭିଜିଲାନ୍ସ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଅଭିରାମ ଧରାପଡ଼ିଛନ୍ତି । ବିଶ୍ବନାଥ ସିଂ ନାମକ ଜଣେ ବ୍ଯକ୍ତିଙ୍କର ଏକ ବିଲ୍ ପାସ କରିବାକୁ ସେ ଏହି

ଏମାଟିର ଶ୍ରଦ୍ଧା ପାଇଁ ମୁଁ ମହାମହିମ; ରାଷ୍ଟ୍ରପତି

ଗତବର୍ଷ ମେ’ ମାସରେ ଏଠାକୁ ଆସିଥିଲି। ରାଷ୍ଟ୍ରପତି ହେବା ପରେ ତାହା ଥିଲା ଜନ୍ମମାଟିକୁ ମୋର ପ୍ରଥମ ଆଗମନ। ଜନ୍ମମାଟି ଠାରୁ ବହୂ ଦୂରରେ ରହୁଛି। କିନ୍ତୁ ଜନ୍ମମାଟିର ମୋହ ମୋତେ ଏଠାକୁ ବାରମ୍ବାର ଟାଣି ଆଣୁଛି। ଏମାଟିର ଶ୍ରଦ୍ଧା ପାଇଁ ମୁଁ ମହାମହିମ ହୋଇପାରିଛି। ରାଷ୍ଟ୍ରପତି ଦ୍ରୌପଦୀ

ଅଗ୍ନିକାଣ୍ଡ; ଜଳିଗଲା ୧୦ ବାଇକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ କାର୍ୟ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ୧୦ରୁ ଅଧିକ ବାଇକ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।ଗତକାଲି ରାତିରେ

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ

ଦିନିକିଆ ଓଡିଶା ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ଆଜି ଅପରାହ୍ନରେ ଉଭୟଙ୍କର ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ବିଲ୍‌

ବେଆଇନ ଖଣି ଲିଜ୍ ମାମଲାରେ ଅଖିଳେଶ ଯାଦବଙ୍କୁ ସିବିଆଇ ସମନ

ବେଆଇନ ଖଣି ମାମଲାରେ ଏଫ୍ଆଇଆର୍ ରୁଜୁ କରିବାର ୫ ବର୍ଷ ପରେ ସିବିଆଇ ଗୁରୁବାର ସମାଜବାଦୀ ପାର୍ଟି (ଏସପି) ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସମନ ଜାରି କରିଛି । ଏହି ମାମଲାରେ ତାଙ୍କୁ ଜଣେ ସାକ୍ଷୀ ଭାବେ ଜେରା କରିବାକୁ ଡକାଇଛି ସିବିଆଇ ।

କୃଷି ଭବନରେ ବିଲ୍‌ ଗେଟ୍‌ସ; ବିଭିନ୍ନ ଯୋଜନାର କଲେ ଅନୁଧ୍ୟାନ

ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଏହି ଅବସରରେ କୃଷି ଭବନ ବୁଲି ଦେଖିଲେ ବିଲ୍‌ ଗେଟ୍‌ସ । ଏଥିସହ କୃଷି ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନାର ମଧ୍ୟ ଅନୁଧ୍ୟାନ କରିଛନ୍ତି ବିଲ୍‌ ଗେଟ୍‌ସ । ବୈଷୟିକ ପ୍ରଣାଳୀରେ ଚାଷୀଙ୍କ ଉନ୍ନତି ନେଇ ଆଲୋଚନା କରିଛନ୍ତି ।

ବାଲେଶ୍ବରକୁ ବଡ଼ ଭେଟି, ସ୍ବପ୍ନର ପ୍ରକଳ୍ପ ମନ୍ମଥ-ମନୋଜ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ମନ୍ମଥ- ମନୋଜ ସ୍ମାରକୀ। ଆଜି ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ ସ୍ମାରକୀର ରୂପ ଦିଆଯାଇଛି। ବାଲେଶ୍ୱର ସଂଖାରୀରେ