ବ୍ରହ୍ମପୁରରେ ଡିଜିପିଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ ଷଡ଼ଙ୍ଗୀ ରବିବାର ବ୍ରହ୍ମପୁରରେ ୪ଟି ରାଜସ୍ବ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲା (ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା), ଗଜପତି, ମାଓପ୍ରବଣ କନ୍ଧମାଳ ଏବଂ ବୈ।ଦ୍ଧ ଜିଲ୍ଲାରେ ପୋଲିସ ବାହିନୀ!-->…
