ଯବାନଙ୍କୁ ମ୍ୟାଲେରିଆ ଚିନ୍ତା : ଶତ୍ରୁ ସହ ଲଢ଼ିବେ ନା ମଶାଙ୍କଠାରୁ ବଞ୍ଚିବେ
ଯବାନଙ୍କୁ ନାକେଦମ କଲାଣି ମ୍ୟାଲେରିଆ । ମନରେ ଦମ୍ଭ ଧରି ଅପରେସନରେ ଯାଉଥିବା ଯବାନ ଜଙ୍ଗଲରୁ ଫେରିବା ପରେ ସିଧା ମେଡିକାଲ ମୁହାଁ ହେଉଛନ୍ତି । କାରଣ ଘଞ୍ଚ ଜଙ୍ଗଲରେ କେବଳ ମାଓବାଦୀଙ୍କ ସହ ନୁହେଁ ମଶାଙ୍କ ସହ ମଧ୍ୟ ରୀତିମତ ଚାଲିଛି ଯବାନଙ୍କ ଲଢ଼େଇ । ମାଲକାନଗିରିରେ ତାଉ ଦେଖାଉଛି!-->…