ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୬ ଆହତ
ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଅବତରଣ କଲା ବେଳେ କ୍ରାସ କଲା ବିମାନ । ଭୁବନେଶ୍ବରରୁ ରାଉରକେଲା ଆସୁଥିଲା ଯାତ୍ରୀବାହୀ ବିମାନ । ରାଉରକେଲାରେ ବିମାନ କ୍ରାସ୍ ୬ ଆହତ । ରାଉରକେଲା ରଘୁନାଥପାଲିରେ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ । ଜଲଦା ଏ ବ୍ଲକରେ ଛୋଟ…
