ଓଲଟିଲା ‘ଚନ୍ଦନ’ ବସ୍ ; ୧ ମୃତ, ୧୬ ଆହତ
କଟକ ଗୋପାଳପୁର ଛକରେ ଓଲଟି ପଡିଲା ବସ୍ । ଏନ୍ଏଚ ୧୬ରେ ଓଲଟି ପଡିଲା ବସ୍ । ଏଥିରେ ୧ ମୃତ, ୧୬ ଯାତ୍ରୀ ଆହତ ହୋଇଛନ୍ତି । କଟକରୁ ଭୁବନେଶ୍ୱର ଗଲା ବାଟରେ ଓଲଟିଲା ‘ଚନ୍ଦନ’ ବସ୍ । ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍ରୁ ଯାତ୍ରୀଙ୍କୁ ଉଦ୍ଧାର ଜାରି । ଉଦ୍ଧାର ଯାତ୍ରୀଙ୍କୁ କଟକ ବଡ ମେଡିକାଲ!-->…
