ବିଧାନସଭା ଶୀତକାଳୀନ ଅଧିବେଶନ: ଗୃହରେ ଅଚଳାବସ୍ଥା ଜାରି
ବିଧାନସଭାର ଶୀତକାଳୀନ ଅଧିବେଶନରେ ତୃତୀୟ ଦିନରେ ମଧ୍ୟ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗତକାଲି ଭଳି ଆଜି ମଧ୍ୟ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି। ଆଜି ବିଧାନସଭା ପ୍ରଶ୍ନକାଳରେ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ କରିବା ସହ ନାରାବାଜି!-->…
