ମର୍ମନ୍ତୁଦ ସଡକ ଦୁର୍ଘଟଣା: ପୁଅ ମୃତ, ମାଆ ଗୁରୁତର
ତେଲ ଟ୍ୟାଙ୍କର ଧକ୍କାରେ ପୁଅ ମୃତ ହୋଇଥିବା ବେଳେ ତାଙ୍କ ମାଆ ଗୁରୁତର ଅବସ୍ଥାରେ । ସ୍କୁଲ ଛୁଟି ପରେ ମାଆ ସହ ପୁଅ ସ୍କୁଟିରେ ଫେରିଥିବା ବେଳେ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି । ଟାଉନ୍ ଥାନା ଭାଲିଆବାଡି ଛକରେ ଏହିଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି!-->…
