ବନ୍ଦେ ଭାରତ ଟ୍ରେନ୍ ଗେରୁଆ ରଙ୍ଗ କରିବା ପଛରେ ରାଜନୀତି ନାହିଁ :ଅଶ୍ୱିନୀ ବୈଷ୍ଣବ
ଦେଶର ପ୍ରଥମ ସେମି-ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଟ୍ରେନ୍ ଏବେ ଦୁଇଟି ରଙ୍ଗରେ ଅର୍ଥାତ ଟ୍ରାକରେ ନୀଳ ଏବଂ ଗେରୁଆ ରଙ୍ଗରେ ଦୌଡୁଛି । ବର୍ତ୍ତମାନ ସୁଦ୍ଧା ଭାରତର ବିଭିନ୍ନ ସ୍ଥାନରେ ୩୪ ଯୋଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚାଲୁଛି । ଏଥି ସହିତ ବନ୍ଦେ ଭାରତକୁ ନେଇ ରାଜନୀତି ମଧ୍ୟ!-->…
