ତୁର୍କୀରେ ଭୟଙ୍କର ବିମାନ ଦୁର୍ଘଟଣା, ଲିବିଆର ସେନା ମୁ୍ଖ୍ୟଙ୍କ ସମେତ ୩ କ୍ରୁ ସଦସ୍ୟଙ୍କ ମୃତ୍ୟୁ
ତୁର୍କୀରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ତୁର୍କୀର ରାଜଧାନୀ ଅଙ୍କାରାରୁ ଉଡ଼ାଣ ଭରି ଲିବିଆର ସାମରିକ ମୁଖ୍ୟ,୪ ଜଣ ଅଧିକାରୀ ଏବଂ ୩ ଜଣ କ୍ରୁର ସଦସ୍ୟଙ୍କୁ ନେଇ ଫେରୁଥିବାବେଳେ ବିମାନ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ…
