ଶକ୍ତି ବିଭାଗର ନୂଆ ଯୋଜନା ଦ୍ବାରା ବିଜୁଳି ସଞ୍ଚୟ ହେବ: ପ୍ରତାପ ଦେବ
ଶକ୍ତି ସଞ୍ଚୟ ପାଇଁ ଶକ୍ତି ବିଭାଗର ଯୋଜନା। ରୁଫ ଟପ ସୋଲାର ସିଷ୍ଟମ ଓ ଭଲ ଟେକ୍ନୋଲୋଜିର ଗ୍ୟାଜେଟ ବ୍ୟବହାର ପାଇଁ ନିବେଦନ କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ଏହା କରିବା ଦ୍ୱାରା ଆମର ବିଜୁଳି ସଞ୍ଚୟ ହେବ। ଅଧିକ ବିଲ ଆସୁଥିବାରୁ କିଛି ଲୋକଙ୍କ ମନରେ ଆକ୍ରୋଶ ଯେଉଁ!-->…
