ତୁରେକେଲା ଟ୍ରେନ ଲାଇନ ପାରି ହେଲେ ହାତୀପଲ, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ
ତୁରେକେଲା ଟ୍ରେନ ଲାଇନ ପାରି ହେଲେ ହାତୀପଲ । ବଲାଙ୍ଗିର ଜିଲ୍ଲା ତୁରେକେଲାରେ ୩୦ ଟିକିଆ ହାତୀପଲଙ୍କ ଉପଦ୍ରଵ । ବଙ୍ଗୋମୁଣ୍ଡା ରେଞ୍ଜର ବିଭିନ୍ନ ଗାଁରେ ଘର ଦ୍ବାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଆତଙ୍କିତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ । ଗତ ୧ ମାସରୁ ଅଧିକ ସମୟ ହେବ…
