ସଫଳତା ଦିଗରେ ଚନ୍ଦ୍ରୟାନ-୩
ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି ଚନ୍ଦ୍ରାୟନ-୩ । ଗତକାଲି ଏହି ସ୍ପେସକ୍ରାଫ୍ଟ୍ ପ୍ରଥମ କକ୍ଷପଥ ହ୍ରାସ କରିବାରେ ସଫଳ ହୋଇଛି । ଫଳରେ ଏହି ଯାନ ଏବେ ଚନ୍ଦ୍ରପୃଷ୍ଠ ଆଡକୁ ଅଧିକ ନିକଟତର ହୋଇଛି । ଏ ନେଇ ଇସ୍ରୋ ପକ୍ଷରୁ ଟୁଇଟ୍ କରାଯାଇଛି ।
ଏଥି ସହିତ ଚନ୍ଦ୍ରୟାନ!-->!-->!-->…
