Odia News Portal
Browsing Tag

swadhikar news

ଓସିଏସ ପରୀକ୍ଷା ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

ଓଡିଶା ସିଭିଲ୍‌‌ ସର୍ଭିସ (ଓସିଏସ) ୨୦୨୧ ପରୀକ୍ଷାଫଳ ପ୍ରକାଶ ଉପରେ ମଧ୍ୟବର୍ତ୍ତୀକାଳୀନ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ। ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ମଧ୍ୟ ଫଳ ପ୍ରକାଶ ନକରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିôଲେ । ୩ ଦିନିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ଗାଡିରୁ ଓଲ୍ଲାଇ ଲୋକଙ୍କ ପାଖକୁ ଚାଲି ଚାଲି ଗଲେ । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଆସିଥିବା ଲୋକଙ୍କ ପାଖକୁ ଗଲେ ।

ସରକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ବୌଦ୍ଧ ଆରଡବ୍ଲୁଏସଏସ ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ ଦଣ୍ଡ । ଏ.ଇ ଭାବଗ୍ରାହୀ ସାମନ୍ତରାୟଙ୍କୁ ଫୁଲବାଣୀ ଭିଜିଲାନ୍ତ୍ର କୋର୍ଟଙ୍କ ଦଣ୍ଡାଦେଶ । ୨୦୧୯ରେ ଜେଇ ଥିବାବେଳେ ୫୦ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ । ସୌର ପାନୀୟ ଜଳ ପ୍ରକଳ୍ପର ଚୂଡାନ୍ତ ବିଲ୍ ପାଇଁ ଲାଞ୍ଚ

ଗୁରୁବାର ହେବ ମହାପ୍ରଭୁଙ୍କ ବନକଲାଗି ନୀତି

ଗୁରୁବାର ହେବ ମହାପ୍ରଭୁଙ୍କ ବନକଲାଗି ନୀତି ।ଦତ୍ତମହାପାତ୍ର ନିଯୋଗ, ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଆଲୋଚନା ପରେ ବନକଲାଗି ନୀତି କରିବାକୁ ନିଷ୍ପତ୍ତି ନିଆଯାଇଛି ଜ୍ଝ ବାସ୍ତବରେ ଶ୍ରୀବିଗ୍ରହଙ୍କ ବନକଲାଗିକୁ ନେଇ ଶ୍ରୀମନ୍ଦିର

ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ସେଠାରୁ ରାଜଭବନ ଯିବେ।ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ

ହୀରାକୁଦର ଖୋଲିଲା ଆଉ ୪ଟି ଗେଟ

ଉପରମୁଣ୍ଡରେ ଜଳସ୍ତର ବଢ଼ିବାରୁ ହୀରାକୁଦର ଆଉ ୪ଟି ଗେଟ ଖୋଲାଯାଇଛି । ଗତକାଲି ୩ଟି ଗେଟ ଖୋଲାଯାଇଥିବାବେଳେ ଆଜି ପୁଣି ଆଉ ୪ଟି ଗେଟ ଖୋଲାଯାଇଛି।ଏହାକୁ ମିଶାଇ ଏବେ ସମୁଦାୟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ରବିବାର ୫ଟି, ଗତକାଲି ୪ଟି ଓ ଆଜି ୩ଟି ଗେଟ ଖୋଲାଯାଇଛି। ମିଳିଥିବା ସୂଚନା

ବରିଷ୍ଠ ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିବା ରାମଚନ୍ଦ୍ର ପାଲଟାଙ୍କୁ OPSCର ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପ୍ରମୋଦ କୁମାର ମିଶ୍ର

୨ ଦିନରେ ୨ ଜଣଙ୍କ ଜୀବନ ନେଲାଣି ଡେଙ୍ଗୁ

ରାଜ୍ୟରେ ଡେଙ୍ଗୁ ନେଲା ଆଉ ଜଣଙ୍କ ଜୀବନ । ଦୁଇ ଦିନ ଭିତରେ ଡେଙ୍ଗୁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ୬୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ମହିଳାଙ୍କ ମୃତ୍ୟୁ ଡେଙ୍ଗୁଜନିତ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସୂଚନା

ଟିଟୋକୁ ଗିରଫ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଗ୍ୟାଙ୍ଗଷ୍ଟାର ଟିଟୋକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଧେଶ । ପୂର୍ବରୁ ପାଇଥିବା ଜାମିନ ରଦ୍ଦ କରି ଗିରଫ ନିର୍ଦ୍ଦେଶ ଦେଲେ କୋର୍ଟ । ଜାମିଦ ସର୍ତ୍ତ ଖିଲାପ କରିବାରୁ ଗିରଫ କରିବାକୁ ନିର୍ଦ୍ଧେଶ ଦେଲେ । ୨ଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିବା ଟିଟୋ । ସର୍ତ୍ତ

ଖୁବଶିଘ୍ର ହେବ ମାର୍କେଟ ବିଲ୍ଡିଂ ସମାଧାନ : ବିଏମସି କମିଶନର

ମାର୍କେଟ ବିଲ୍ଡିଂ ଆନ୍ଦୋଳନକୁ ନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା । ଦୁଇରୁ ତିନି ଦିନ ମଧ୍ୟରେ ହେବ ମାର୍କେଟ ବିଲ୍ଡିଂ ବିବାଦ ସମାଧାନ ହେବ । ଉଠା ଦୋକାନୀଙ୍କୁ ଥଇଥାନ କରିବା ପାଇଁ ଜାଗା ଚିତ୍ନଟ ଚାଲିଛି । ଜିଏ ବିଭାଗ ସହ କଥା ହୋଇ ଟିମ ସହ ଜାଗା ଚିହ୍ନଟ କାମରେ ଲାଗିଛନ୍ତି ।