Odia News Portal
Browsing Tag

swadhikar news

ସମ୍ବଲପୁର ଗସ୍ତରେ ୫ଟି ସଚିବ,ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିବା ସହ ସମେଲେଇ ପ୍ରକଳ୍ପର କଲେ ସମୀକ୍ଷା

ସମ୍ବଲପୁର ଗସ୍ତରେ ୫ ଟି ସଚିବ ଭିକେ ପାଣ୍ଡିଆନ୍ । ସମ୍ବଲପୁର ଗସ୍ତର ୨ୟ ଦିନରେ ଆଜି ସକାଳୁ ସମଲେଇ ମନ୍ଦିରରେ ପହଞ୍ଚି ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି । ଏହାସହ ସମଲେଇ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି ।ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ ହେବ ବୋଲି କହିଛନ୍ତି ଭିକେ

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ବିରୁନପଦର ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଘନଶ୍ୟାମ ପଟେଲ। ଆଜି ସକାଳେ ବିରୁନପଦର ଗାଁ ନିକଟସ୍ଥ ବିଜାଖମନ ଜଙ୍ଗଲ ଭିତରେ ଥିବା ଦାବରି ମୁଣ୍ତା ପୋଖରୀକୁ ଘନଶ୍ୟାମ ପଟେଲ ଓ

ଦଳ ବିରୋଧି କାମ ପାଇଁ ମୋକିମ ଓ ଚିରଞ୍ଜୀବ ସସ୍‌ପେଣ୍ଡ

କଂଗ୍ରେସରୁ ନିଲମ୍ବିତ ହେଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଉଭୟଙ୍କୁ ନିଲମ୍ବନ କଲା ଏଆଇସିସି ଶୃଙ୍ଖଳା କମିଟି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ କରିଥିଲେ ଦଳର ସଭାପତି ଶରତ ପଟ୍ଟନାୟକ । ଏନେଇ

ଟ୍ରେନ ଟ୍ରାଜେଡି: ଜେଲ ଗଲେ ୩ ଅଭିଯୁକ୍ତ

ବାହାନଗା ଟ୍ରେନ ଟ୍ରାଜେଡିରେ ଝାରପଡା ଜେଲ ଗଲେ ୩ ଅଭିଯୁକ୍ତ । ରିମାଣ୍ଡ ଶେଷ ପରେ ଜେଲ ଗଲେ,ଜୁଲାଇ ୨୭ରେ ପରବର୍ତ୍ତୀ ଶୁଣାଣି । ଆଜି ରିମାଣ୍ଡ ସରିଥିବା ବେଳେ ଆଉ ରିମାଣ୍ଡରେ ନେଲାନି ସିବିଆଇ ।

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀକୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ରାଜଧାନୀରେ ଆୟୋଜିତ ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀକୁ ଉଦବୋଧନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ରମାନେ ହେଉଛନ୍ତି ଏ ଦେଶର, ଏ ସମାଜର ଭବିଷ୍ୟତ। ତେଣୁ ଛାତ୍ରମାନଙ୍କୁ କ୍ଷମତା ସଂପନ୍ନ କରିବା ପାଇଁ ଶିକ୍ଷା ଓ ତାଲିମ ଉପରେ

ନବଙ୍କୁ ମାରିବା ପାଇଁ ନଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ

ଖୋଲିଛି ନବଦାସ ମୃତୁ୍ ରହସ୍ୟ ମାମଲା । କ୍ରାଇମବ୍ରାଂଚ ଆଜି ଏହି ମୃତୁ୍ ମାମଲାର ପଦାର୍ଫାସ କରି ଚାର୍ଜସିଟ ଦାଖଲ କରିଛି । ଚାର୍ଜସିଟ ଉଲ୍ଲେଖ ଅନୁସାରେ ଗୋପାଳ ବହୁ ପୂର୍ବରୁ ନବଦାସକୁ ମାରିବା ପାଇଁ ଯୋଜନା କରିଥିଲା । ନିର୍ବାଚନ ପୂର୍ବରୁ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ି ଅଟକାଇ

ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ

ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ । ୨୦୨୧ ଓ ୨୦୨୨ ତୁଳନାରେ ଚଳିତବର୍ଷ ଅଧିକ ମାମଲାର ଫଇସଲା କରିଛନ୍ତି ହାଇକୋର୍ଟ । ଜାନୁଆରୀରୁ ଜୁନ ମାସର ତଥ୍ୟ ଅନୁସାରେ ମାମଲା ଫଇସଲା ହାର ବୃଦ୍ଧି ହୋଇଥିବା ଜଣାପଡ଼ିଛି । ୨୦୨୧ର ପ୍ରଥମ ୬ ମାସରେ ୪୨ ହଜାର ୨୭୮ଟି ମାମଲା ରୁଜୁ

ଚନ୍ଦ୍ରକୁ ଉଡିଲା ଚନ୍ଦ୍ରଯାନ-୩ ,ସଫଳ ଉତକ୍ଷେପଣ

ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ିହେଲା ଏକ ନୂଆ ଅଧ୍ୟାୟ। ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ, ଯୁବକଙ୍କୁ ପିଟିପିଟି ହତ୍ୟା

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ରେଙ୍ଗାଲି ଥାନା କତରବଗାରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ମଚିଦା ଗାଁର ଗଣେଶ ସିଂ । ସେ ଜଣେ ପୂର୍ବତନ ପୋଲିସ କର୍ମଚାରୀ ହୋଇଥିବା ବେଳେ ମାନସିକ ଅସୁସ୍ଥ ହୋଇପଡ଼ିଥିଲେ । ଗତକାଲି ସନ୍ଧ୍ଯାରେ କତରବଗା ପେଟ୍ରୋଲ

ବନ୍ଦ ହୋଇଯିବ ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ: ଦୋକାନୀ ସଂଘ ତରଫରୁ ଚେତାବନୀ

ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ୟୁନିଟ-୨ ମାର୍କେଟ ବିଲ୍ଡିଂକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ମାର୍କେଟ ଭିତରେ ଥିବା ସମସ୍ତ ଦୋକାନ ବନ୍ଦ ହେବାକୁ ଯାଉଛି ବୋଲି ଜାଣିବାକୁ ମିଳିଛି । ଖୁବଶୀଘ୍ର ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିବା ପାଇଁ ଚେତାବନୀ ଜାରି କରିଛନ୍ତି