ପଦ୍ମାବତୀ ନଦୀକୁ ଖସିପଡିଲା ଯାତ୍ରୀ ଭର୍ତ୍ତି ବସ୍, ୨୩ ମୃତ ଓ ଅନେକ ନିଖୋଜ
ବାଂଲାଦେଶର ରାଜବାରୀ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପଦ୍ମା ନଦୀକୁ ଖସିପଡିଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଅନେକ ଲୋକ ଆହତ ଏବଂ ନିଖୋଜ ଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ,…
