ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
ଥାନା ପାଲଟିଲା ରଣକ୍ଷେତ୍ର । ପୋଲିସ ଉପସ୍ଥିତିରେ ମାରପିଟ୍ । ଥାନା ପରିସରରେ ପଡିଲା ରକ୍ତ ଛିଟା । ଭୁବନେଶ୍ବର ଚନ୍ଦକା ଥାନା ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ସୂଚନାନୁଯାୟୀ ପୀତବାସ ପାଲଟାସିଂଙ୍କ ଦୁଇ ପତ୍ନୀ ଓ ତାଙ୍କ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ପାଇଁ ଏଭଳି ପରିସ୍ଥିତି…
