Odia News Portal
Browsing Tag

swadhikar news

ଯୁବକଙ୍କୁ ଗରମ ପାଣି ଫିଙ୍ଗି ମାରିଦେଲେ

ଜଣେ ବ୍ୟକ୍ତିଙ୍କୁ ଗରମ ପାଣି ଫିଙ୍ଗି କଲବଲ କରି ହତ୍ୟା । ଏନେଇ ଗ୍ରାମାଞ୍ଚଳ ଥାନା ବନ୍ଧଗାଁରେ କଲବଲ କରି ମାରିବା ଅଭିଯୋଗ ହୋଇଛି । ଘର କାମ ପାଇଁ ଜଣେ ଶ୍ରମିକକୁ ଡାକି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାର ଲୋକେ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ଏତଲା ପରେ ପୋଲିସ

 ଶାଳୀଙ୍କୁ ବିଚ୍‌ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ

ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହୋଇପାରନ୍ତି…

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହୋଇପାରନ୍ତି ସାମିଲ । ଜୁନ ୧୧ କିମ୍ବା ୧୨ ତାରିଖରେ ଓଡ଼ିଶା ଆସିବା ସମ୍ଭାବନା ରହିଛି । ବର୍ଷ ପୂର୍ତ୍ତିକୁ ଉତ୍ସବ ଭାବେ ନୁହେଁ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳନ କରିବେ

ତେଜୁଛି ନିମାପଡ଼ା ରାଜନୀତି

ପ୍ରଭାତୀ ପରିଡ଼ା ଓ ସମୀର ଦାସଙ୍କୁ ନେଇ ସରଗରମ ନିମାପଡ଼ା ରାଜନୀତି । ନିମାପଡ଼ାର ପୂର୍ବତନ ବିଧାୟକ ସମୀର ଦାସଙ୍କ ପ୍ରତିକ୍ରିୟା ଉପରେ କଡ଼ା ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀ କହିଛନ୍ତି, ପରିବାରରେ ଯେଉଁ ମାନେ ବଡ଼ ରୁହନ୍ତି ସେମାନଙ୍କର ପିଲାମାନଙ୍କଠୁ

ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନର ବିକାଶ ଲାଗି ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି : ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନର ବିକାଶ ଲାଗି ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି । ଜିଲ୍ଲାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟରେ ୧୨ ଟି ଶିଳ୍ପ ପ୍ରକଳ୍ପ ନିର୍ମାଣ ହେବ। ପ୍ରାୟ ୧୫ ଲକ୍ଷ କର୍ମଚାରୀ ନିଯୁକ୍ତି ହେବେ। ଏନେଇ ଗୁରୁବାର ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ

ଜୁନ୍‌ରେ ସରିବ ରାସନ କାର୍ଡ E-KYC ପ୍ରକ୍ରିୟା, ବାଦ୍ ପଡିପାରନ୍ତି ୨୦ ଲକ୍ଷ ହିତାଧିକାରୀ

ଜୁନ୍‌ରେ ସରିବ ରାସନ କାର୍ଡ E-KYC ପ୍ରକ୍ରିୟା । ଏଥିରୁ ବାଦ୍‌ ପଡିପାରନ୍ତି ୨୦ ଲକ୍ଷ ହିତାଧିକାରୀ । ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ହିତାଧିକାରୀ E-KYC କରିଛନ୍ତି । ଯେଉଁମାନେ E-KYC କରିନାହାନ୍ତି ସେମାନଙ୍କୁ ବାଦ୍‌ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର

ବିସ୍ଫୋରକ ଲୁଟ୍ ଘଟଣାର ଖୋଲିବ ଗୁମର

ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖାଦାନରୁ ବିସ୍ଫୋରକ ଲୁଟ୍ ଘଟଣା। ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଗୁରୁବାର ରିମାଣ୍ଡରେ ଆଣିଛି ରଘୁନାଥପାଲି ପୁଲିସ। କୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ମାତ୍ର ୨ ଦିନ ରିମାଣ୍ଡ ପାଇଁ କୋର୍ଟ ଅନୁମତି ପ୍ରଦାନ

ବିବାହ ବନ୍ଧନରେ ବାନ୍ଧି ହେଲେ ପିନାକୀ ମିଶ୍ର

ବିବାହ ବନ୍ଧନରେ ବାନ୍ଧି ହେଲେ ପିନାକୀ ମିଶ୍ର ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ କଲେ ଜୀବନ ସାଥୀ ଜର୍ମାନୀରେ ବିବାହ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହାତକୁ ଦି ହାତ ହେଲେ ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା । ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ବାହାହେଲେ ପୂର୍ବତନ ବିଜେଡି

ସ୍ନାନପୂର୍ଣ୍ଣିମା ପାଇଁ ୭୦ ପ୍ଲାଟୁନ ଫୋର୍ସ   

ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସୁରକ୍ଷା ବୈଠକ । କେନ୍ଦ୍ରାଞ୍ଚଳ ଆଇଜିଙ୍କ  ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ । ସ୍ନାନପୂଣ୍ଣିମା ପାଇଁ ପୁରୀ ଜଗିବେ ୭୦ ପ୍ଲାଟୁନ ଫୋର୍ସ । ୪ ଏସପି ରାଙ୍କ କମାଣ୍ଡାଣ୍ଟଙ୍କ ସହ ୪୫୦ ଅଧିକାରୀ ରହିବେ । ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା  ଉପରେ ଫୋକସ

ଟ୍ରକକୁ ପିଟିଲା ବସ୍; ଜଣେ ମୃତ, ୭ ଗୁରୁତର

କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ଚାରବାହାଲ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକକୁ ପଛରୁ ପିଟିଲା ବସ୍। ଜଣେ ଯାତ୍ରୀ ମୃତ ଓ ୭ ଗୁରୁତର ହୋଇଛନ୍ତି। ଆଜି ଭୋର ସମୟରେ NH 26 ରେ ଥିବା ଏକ ସ୍କୁଲ ସମ୍ମୁଖରେ ଏକ ଟ୍ରକ ଠିଆ ହୋଇଥିଲା। ଭୁବନେଶ୍ବରରୁ ଉମରକୋଟ