Odia News Portal
Browsing Tag

swadhikar news

ନୟାଗଡ଼ରେ ଚାଲିଥିଲା ବେଆଇନ୍ ବନ୍ଧୁକ ତିଆରି କାରଖାନା : ୩ ଜଣଙ୍କୁ ଗିରଫ କଲା ପୁଲିସ

ନୟାଗଡ଼ ପୁଲିସକୁ ବଡ଼ ସଫଳତା । ବେଆଇନ ଭାବେ ଚାଲିଥିବା ଏକ ବନ୍ଧୁକ ତିଆରି କାରଖାନା ଠାବ କରିବା ସହ ଏଥିରେ ସାମିଲ ୩ ଜଣଙ୍କୁ ଗିରଫ କରାଯାଇଛି । ଏଥି ସହ ବନ୍ଧୁକ ତିଆରିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀକୁ ମଧ୍ୟ ଜବତ କରିଛି ପୋଲିସ । ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଜଙ୍ଗଲରେ ବହୁଦିନ

ସରଣ୍ଡା ଜଙ୍ଗଲରୁ ୭୦୦ କିଲୋ ବିସ୍ଫୋରକ ଜବତ

ରାଉରକେଲାରେ ସମ୍ପ୍ରତି ହୋଇଥିବା ବିସ୍ଫୋରକ ଚୋରି ବିରୋଧରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ସୁରକ୍ଷା କର୍ମୀମାନେ ଓଡିଶା – ଝାଡଖଣ୍ଡ ସୀମା ନିକଟବର୍ତ୍ତୀ ସରଣ୍ଡା ଜଙ୍ଗଲରୁ ୭୦୦ କିଲୋଗ୍ରାମରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ସୂଚନା ଅନୁଯାୟୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ

ଦେବଗଡ଼କୁ ୨୦୫ କୋଟିର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ୨୦୫ କୋଟି ଟଙ୍କାର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୩୦୦ ଶଯ୍ୟା ବିଶିଷ୍ଟ ନବନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାକୁ ମୁଖ୍ୟମନ୍ତ୍ରୀ

ବାରୁଦ ଗୋଦାମ ଘଟଣାରେ ନୂଆ ଟ୍ବିଷ୍ଟ

ବାରୁଦ ଗୋଦାମ ଘଟଣାରେ ନୂଆ ମୋଡ଼ । ଶ୍ରବଣ ଅଗ୍ରୱାଲଙ୍କ ବାରୁଦ ଗୋଦାମରୁ ନୂଆ ମୋଡ଼ ଆସିଛି । ଏ ଘଟଣାରେ ଏବେ ନିକିତା ଅଗ୍ରୱାଲଙ୍କ ନାଁ ସାମ୍ନାକୁ ଆସିଛି । ଏହି ନିକିତା ଅଗ୍ରୱାଲ କିଏ , ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ହାଇଦ୍ରାବାଦରୁ ଗତକାଲି ଆହୁରି ୧୫ ଟନ୍ ବାରୁଦ ଓ

ଭୁଲ୍‍ ଇଞ୍ଜେକସନରେ ଚାଲିଗଲା ୬ ରୋଗୀଙ୍କ ଜୀବନ

ବିଳମ୍ବିତ ରାତ୍ରୀରେ କୋରାପୁଟ ମେଡିକାଲରେ ଘଟିଛି ଏକ ଅଭାବନୀୟ ଘଟଣା। ଏକାସାଙ୍ଗରେ ଉଠିଲା 6 ମୃତଦେହ। କୋରାପୁଟ ସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍ଗଳବାର ସର୍ଜରୀ ୱାର୍ଡରେ ଅଭାବନୀୟ ଘଟଣା। ଭୁଲ ଇଞ୍ଜେକ୍ସନ ନେଇଛି 6 ଜଣଙ୍କ ଜୀବନ। ସୂଚନା ଅନୁଯାୟୀ

ପୋଲିସକୁ ଅଧିକ ପାୱାର ଦେଲେ ଆନ୍ଦୋଳନ କରିବୁ’

ଗାଡ଼ି ଯାଞ୍ଚ ନେଇ ପୋଲିସକୁ ଅଧିକ କ୍ଷମତା ଦେବା ନେଇ ପରିବହନ ବିଭାଗର ପ୍ରସ୍ତାବକୁ ବସ୍ ଓ ଟ୍ରକ୍ ମାଲିକଙ୍କ ବିରୋଧ । ଘରୋଇ ବସ୍ ମାଲିକ ସଂଘ ଓ ଟ୍ରକ୍ ମାଲିକ ଫେଡେରେସନ ଏହାକୁ ବିରୋଧ କରିଛନ୍ତି । ଏହାଦ୍ବାରା ଗାଡ଼ି ଚାଳକ ଅସୁବିଧାରେ ପଡ଼ିବେ, ପୋଲିସ ଜୁଲମ ବଢ଼ିବ ବୋଲି ସେମାନେ ଯୁକ୍ତି

ରାଉରକେଲାରୁ ୪୫୦ ପେଟି ବିସ୍ଫୋରକ ଜବତ

ଉରକେଲା ବାଲୁଘାଟରେ ଦୁଇଟି ଟ୍ରକରୁ ୪୫୦ ପେଟି ବିସ୍ଫୋରକ ମିଳିଛି । ଗୋଟିଏରୁ ୩ ଶହ ପେଟି, ଅନ୍ୟ ଟ୍ରକରୁ ୧୫୦ ପେଟି ବିସ୍ଫୋରକ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଏସପି ନୀତେଶ ବର୍ଧାନି । ଟ୍ରକରେ ବେଆଇନ ଭାବେ ବିସ୍ଫୋରକ ପଠାଇବା ଅଭିଯୋଗ ରହିଛି । ପୂର୍ବରୁ ବିସ୍ଫୋରକ

୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ରାସ୍ତା: ମନ୍ତ୍ରୀ  

ସବୁ ପଜିଟିଜି ଗାଁକୁ ରାସ୍ତା ସଂଯୋଗ ପାଇଁ ଯୋଜନା କରାଯାଇଛି । ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ବଡ ପ୍ଲାନ । ପିଏମ ଜନମନ ଯୋଜନାରେ ଗାଁକୁ ହେବ ରାସ୍ତା । ୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ହେବ ରାସ୍ତା । କାମଆରମ୍ଭ ହୋଇଥିବା ପଞ୍ଚାୟତି ରାଜ ମନ୍ତ୍ରୀ ରବି

ପାର୍ଟ ପ୍ଲଟ ପ୍ରସଙ୍ଗ: ୩୦୦ ଡିଏସଆରଙ୍କୁ କାରଣ ଦର୍ଶାଅ ନୋଟିସ

ପାର୍ଟ ପ୍ଲଟ ପ୍ରସଙ୍ଗରେ  ୩୦୦  ଡିଏସଆରଙ୍କୁ କାରଣ ଦର୍ଶାଅ ନୋଟିସ । କାରଣ ଦର୍ଶାଅ ନୋଟିସ ଜାରି କଲା ରାଜସ୍ୱ ବିଭାଗ ।  ନୋଟିସ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।  ବେଆଇନ କାରବାର ପାଇଁ  ଡିଏସଆରଙ୍କୁ  ନୋଟିସ  ଦିଆଯାଇଛି ।  ପାର୍ଟ ପ୍ଲଟ  ବିକ୍ରି କ୍ଷେତ୍ରରେ 

ପଞ୍ଜାବରୁ ପାକିସ୍ତାନୀ ଗୁପ୍ତଚର ଗିରଫ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସାମରିକ ପ୍ରତିକ୍ରିୟା ‘ଅପରେସନ ସିନ୍ଦୂର’ ସମୟରେ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜନ୍ସେ (ଆଇଏସଆଇ) ପାଇଁ ଗୁପ୍ତଚର ଏବଂ ଭାରତୀୟ ସେନା ଗତିବିଧି ବିଷୟରେ ସୂଚନା ଲିକ୍ କରିବା ଅଭିଯୋଗରେ ପଞ୍ଜାବ ପୋଲିସ ମଙ୍‌ଗଳବାର ଦିନ ତର୍ଣ୍ଣତାରନରୁ ଜଣେ