୫୦ ଲକ୍ଷ ଟଙ୍କାର ହାତୀଦାନ୍ତ ଜବତ: ଜଣେ ଗିରଫ
ବୌଦ୍ଧରୁ ୫୦ ଲକ୍ଷ ଟଙ୍କାର ହାତୀଦାନ୍ତ ଜବତ କରାଯାଇଛି । ସୋମବାର ଦିନ ନିର୍ଭରେଯାଗ୍ୟ ରିପୋର୍ଟ ଅନୁଯାୟୀ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଅଭିଯୁକ୍ତ ହାତୀଦାନ୍ତ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଏସଟିଏଫ ଶିକାରୀକୁ ଗିରଫ କରିଛି ଯାହାର ନାମ ପ୍ରମୋଦ ପରିଡା ।!-->…