୨ ଲକ୍ଷ ପରେ ବି ଆହୁରି ଦାବି କରୁଥିଲେ କନ୍ୟା, ନଦେବାରୁ ଭାଙ୍ଗିଲା ବିବାହ
ସାଧାରଣତଃ ଆମେ ଦେଖିଛେ, ବିବାହରେ ପୁଅଘର ଅର୍ଥାତ ବର ଘର ଯୌତୁକ ଡିମାଣ୍ଡ କରିଥାନ୍ତି । ହେଲେ ଆପଣ କେବେ ଶୁଣିନଥିବେ ଯେ, ଝିଅଟିଏ ଯୌତୁକ ଦାବି କରୁଛି ଏବଂ ଦାବି ପୁରଣ ନହେଲେ ବାହାଘର ଭାଙ୍ଗି ଦେଉଛି । ଏପରି ଏକ ପରମ୍ପରା ରହିଛି ତେଲେଙ୍ଗାନାରେ ଥିବା ଏକ ଜନଜାତି ସଂପ୍ରଦାୟ । ଏହି!-->…