ସରଗରମ ହେବ ଅଧିବେଶନ: ବୁଥ୍ ରିଗିଂରୁ ବାଲିଚୋରି ଯାଏଁ, ବିରୋଧୀଙ୍କ ପାଖରେ ମାଳମାଳ ପ୍ରସଙ୍ଗ
ନୂଆପଡ଼ା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିଲା ବିଜେପି। ଦୃଢ଼ ମନୋବଳ ନେଇ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାକୁ ଓହ୍ଲାଇବ ଶାସକ ଦଳ। ସେପଟେ ପରାଜୟକୁ ସ୍ବୀକାର କରୁନାହାନ୍ତି ବିରୋଧୀ। ଭୋଟ ଅନିୟମିତତା ପ୍ରସଙ୍ଗ ଧରି ସରକାରଙ୍କୁ ଘେରୁଛି ବିଜେଡି। ଆଉ କଂଗ୍ରେସ ବି…
