Odia News Portal
Browsing Tag

swadhikar news

ହୋଲିରେ ରାଜଧାନୀ ଉପରେ ପୁଲିସର ରହିବ କଡ଼ା ନଜର

ରାଜଧାନୀରେ ହୋଳି ପାଳନ ବେଳେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି  ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀରେ ସକାଳ ୭ଟାରୁ ଅପରାହ୍ଣ ୩ଟା ଯାଏ ହୋଲି ପାଳିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ…

ତରଳୁଛି ଆଣ୍ଟାର୍କଟିକାର ‘ଡୁମ୍ସଡେ ଗ୍ଲେସିୟର’ 

ତରଳୁଛି ଆଣ୍ଟାର୍କଟିକାର ଡୁମ୍ସଡେ ଗ୍ଲେସିୟର । ଆଣ୍ଟାର୍କଟିକାରେ ଥିବା ଏକ ଗ୍ଲେସିୟରର ନାଁ ହେଉଛି ଥ୍ୱାଇଟ୍ସ ଗ୍ଲେସିୟର ଏବଂ ଏହା ଡୁମ୍ସଡେ ଗ୍ଲେସିୟର । ଏବେ ଏହି ବିରାଟ ହିମଶୈଳ ତରଳି ଯାଇ କ୍ଷୟ ପାଉଥିବା ନୂତନ ଅଧ୍ୟୟନରୁ ଜଣାପଡିଛି । ଏହାକୁ ନେଇ ପରିବେଶବିତ ମାନେ ଚିନ୍ତା ପ୍ରକାଶ…

ବୈଜ୍ଞାନିକ ପ୍ରଫୁଲ୍ଲ ଜେନାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଜେନାଙ୍କ ଦେହାନ୍ତ ହୋଇଯାଇଛି । ବୈଜ୍ଞାନିକ ଜେନାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜ୍ଞାନ ଓ ଗବେଷଣା ବିଶେଷ କରି ଧାତବ ବିଜ୍ଞାନ କ୍ଷେତ୍ରରେ ନିଜ ଅବଦାନ ପାଇଁ ସ୍ୱର୍ଗତ…

ଆସନ୍ତା ୧୦ରେ ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାସ ୧୦ ତାରିଖରେ ରାଉରକେଲା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏଫଆଇଏଚ ହକି ପ୍ରୋ ଲିଗ୍ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଵେ। ଏଥି ସହିତ ୧୨୪ କୋଟି ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମର…

ଖୋର୍ଦ୍ଧା ବାଣ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟଣା

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୫କୁ ବ୍ୟଦ୍ଧି ପାଇଛି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦୋଳଗୋବିନ୍ଦ ବେହେରା । ତାଙ୍କ ଶରୀରର ୭୦ ପ୍ରତିଶତରୁ ଅଧିକ ଅଂଶ…

ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଉତ୍ସବମୁଖର ଗାଁଠୁ ସହର

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଉତ୍ସବମୁଖର ହୋଇଛି ଗାଁଠୁ ସହର । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ପରେ ମଙ୍ଗଳ ଆଳତି, ସୂର‌୍ୟ୍ୟପୂଜା ଓ ଦ୍ବାରପାଳ…

ମନୀଷ ସିସୋଦିଆ ଗିରଫ ମାମଲା, ୯ ବିରୋଧୀଦଳ ନେତାଙ୍କ ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି କି କେନ୍ଦ୍ରୀୟ ଏଜେନ୍ସିର…

ଚିନ୍ମୟୀ ମୃତ୍ୟୁ ମାମଲା: ଆସିଲା ଲାଏଡିଟେକ୍ସନ ରିପୋର୍ଟ

ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାର ରହସ୍ୟର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି । ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କ ଲାଏଡିଟେକ୍ସନ୍ ରିପୋର୍ଟ ପୋଲିସର ହସ୍ତଗତ । ଭୁବନେଶ୍ୱର ଏଫଏସଲରୁ ଲାଏ ଡିଟେକ୍ସନ୍ ରିପୋର୍ଟ ନେଲା ସମ୍ବଲପୁର ପୋଲିସ । ଲାଏ…

ଚାକିରି ବଦଳରେ ଜମି ମାମଲାରେ ଲାଲୁଙ୍କୁ ସିବିଆଇ ସମନ୍

‘ଚାକିରି ବଦଳରେ ଜମି’ ମାମଲାରେ ସିବିଆଇ ଆଜି ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ଯାଦବଙ୍କୁ ସମନ୍ କରିଛି । ଲାଲୁଙ୍କୁ ଏ ମାମଲାରେ ପଚରାଉଚୁରା କରିବା ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହି ସମନ୍ ଜାରି କରିଛି । ତେବେ ଏହା ପୂର୍ବରୁ ସିବିଆଇ ସୋମବାର ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା…

ଜଙ୍ଗଲ ନିଆଁକୁ ରୋକିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଜଙ୍ଗଲରେ ଲାଗିଛି ନିଆଁ, ବର୍ଷା ନହେଲେ ଆଗକୁ ଉପୁଜିବ ସାଂଘାତିକ ସ୍ଥିତି । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଏହାକୁ ଆୟତ୍ତ ମଧ୍ୟ କରାଯାଉଛି । ଏପରିକି ଗତକାଲି ଗତକାଲି ୧୩୮୦ ପଏଣ୍ଟରେ ନିଆଁ ଲାଗିଥିଲା। ଯେଉଁଥିରୁ ପ୍ରାୟ ୯୩ ପ୍ରତିଶତ ନିଆଁକୁ ଆୟତ୍ତ କରାଯାଇଛି।ସେହିଭଳି…