ବେଆଇନ ବିଦେଶୀ ମଦ ଦୋକାନରେ ଚଢ଼ାଉ, ଜଣେ ଗିରଫ
ଧର୍ମଗଡ଼ ଅବକାରୀ ପୁଲିସକୁ ବଡ଼ ସଫଳତା। ଜିଲ୍ଲା ଅବକାରୀ ଅଧିକାରୀ ହେମକାନ୍ତ ସୁନା ଙ୍କ ନିର୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୋରଗୁଡା ସ୍ଥିତ ବେଆଇନ ବିଦେଶୀ ମଦ ଦୋକାନରେ ଅବକାରୀ ପୁଲିସ ଚଢ଼ାଉ କରିଛି। ଅଭିଯୁକ୍ତ ଦୀପକ ସାହୁଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା…
