Odia News Portal
Browsing Tag

swadhikar news

ବାହାଘର ଦିନ ପ୍ରେମିକ ସହ ଫେରାର୍‌ ହେଲା ମଙ୍ଗୁଳା କନ୍ୟା

ବାହାଘର ପାଇଁ ସରିଥିଲା କିଣାକିଣି। ଖଟ, ଆଲମିରା ଠାରୁ ଆରମ୍ଭ କରି ବାସନକୁସନ ଯାଏ ସବୁ କିଛି। ଏପଟେ ଅଙ୍କା ସରିଥିଲା ବାହା ଚିତା। ଲେଖାଯାଇଥିଲା ବାହା ତାରିଖ ସହିତ ମାଧବି ସହିତ ଧିରୋଜର ଶୁଭ ବିବାହ। ଘରେ ବି ଆଗମନ ହୋଇସାରିଥିଲା ଅତିଥିମାନଙ୍କର। ହେଲେ ଶେଷ ମୁହୂର୍ତ୍ତରେ ସବୁ କିଛି ଫସର…

ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ,କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ

କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…

ଆକ୍ସନ ଲୁକ୍ ରେ ପ୍ରିୟଙ୍କା

ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର ଆଗାମୀ ୱେବ ସିରିଜ ‘ସିଟାଡେଲ’ର ପ୍ରଥମ ଲୁକ ଶେୟାର କରିଛନ୍ତି। ଏହି ୱେବ ସିରିଜରେ ଅଭିନେତ୍ରୀ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରୁଛନ୍ତି। ପ୍ରଥମ ଲୁକରେ ପ୍ରିୟଙ୍କା ଏକ ଲାଲ ରଙ୍ଗର ପୋଷାକରେ ଆକ୍ସନ କରୁଥିବା ନଜର ଆସିଛନ୍ତି। ରିଚାର୍ଡ…

ବୋଦ୍ଧସ୍ତୂପ ଖନନରୁ ପଦ୍ମପାଣି ବୋଧିସତ୍ତ୍ୱଙ୍କ ଭଗ୍ନ ବିଗ୍ରହ ଓ ।ବୁଦ୍ଧମସ୍ତକ ଆବିଷ୍କୃତ ହୋଇଛି।

ଲଳିତଗିରି-ରତ୍ନଗିରି-ଉଦୟଗିରି ହୀରକ ତ୍ରିଭୁଜ ଅନ୍ତର୍ଗତ ଶୁଖୁଆପଡ଼ା ପାହାଡ଼ର ପାରାଭାଡ଼ି ବୋଦ୍ଧସ୍ତୂପ ଖନନରୁ ପଦ୍ମପାଣି ବୋଧିସତ୍ତ୍ୱଙ୍କ ଭଗ୍ନ ବିଗ୍ରହ ଓ ମାଟିପାତ୍ରରେ ଥିବା ବୁଦ୍ଧମସ୍ତକ ଆବିଷ୍କୃତ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପୁରୀ ସର୍କଲ…

କ୍ୟାପିଟାଲ ହସ୍ପିଟାଲ୍‌ରେ ହେବ ପେଟ୍ ସିଟି ସ୍କାନ୍‌ ବ୍ୟବସ୍ଥା

କର୍କଟ ରୋଗୀଙ୍କ ଚିକିତ୍ସା ପ୍ରସଂଗରେ ସରକାରଙ୍କ ସତ୍ୟପାଠ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ କର୍କଟ ଚିକିତ୍ସା ଶାଖା (କ୍ୟାନସର ୱିଙ୍ଗ୍) ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି। ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ଓ ଆଉ ଦୁଇଟି ମହଲା କୋଠାରେ ପ୍ରଥମ ପର୍ଯ୍ୟାୟରେ ଏହି କର୍କଟ…

ଆମେରିକା-ବ୍ରିଟେନ ପରେ ଏବେ କାନାଡାରେ ଟିକଟକ ଉପରେ ଲାଗିଲା ପ୍ରତିବନ୍ଧକ, କର୍ମଚାରୀ କରିପାରିବେ ନାହିଁ ବ୍ୟବହାର

କାନାଡା ସରକାର ସର୍ଟ-ଫର୍ମ ଭିଡିଓ ଆପ ଟିକଟକକୁ ବ୍ୟାନ କରିଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଛତିଶଗଡ ଷଡଯନ୍ତ୍ରର ଶିକାର ହେଲା ଓଡିଶା

ଛତିଶଗଡ ଷଡଯନ୍ତ୍ରର ଶିକାର ହେଲା ଓଡିଶା । ପ୍ରଥମେ ମହାନଦୀ ଏବଂ ବର୍ତ୍ତମାନ ଏହାର ପ୍ରମୁଖ ଉପନଦୀ ଇବ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିଛି ଛତିଶଗଡ । ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ସଂପୂର୍ଣ୍ଣ ଭାବରେ ଇବନଦୀର ପାଣିକୁ ଅଟକାଇ ଦେଇଛି ଛତିଶଗଡ । ଯାହାର ପ୍ରଭାବ ସିଧାସଳଖ ଭାବରେ…

୬୮ ଫେରାର ଡାକ୍ତରଙ୍କୁ ଖୋଜୁଛି ସରକାର

ରାଜ୍ୟରେ ବିଗୁଡୁଛି ସ୍ବାସ୍ଥ୍ୟ ସେବା। କାମରେ ଅବହେଳା କରୁଛନ୍ତି ସରକାରୀ ଡାକ୍ତର। ଛୁଟି ନ ନେଇ ନିଜ ଘର କାମରେ ବ୍ୟସ୍ତ ରହୁଛନ୍ତି। ଏପଟେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଡାକ୍ତରଖାନାରୁ ନିରାଶ ହୋଇ ଫେରୁଛନ୍ତି। ଆଉ ରାଜ୍ୟରେ ଡାକ୍ତର ଅଭାବ ଓ ଡାକ୍ତରଙ୍କ ଶୃଙ୍ଖଳା ବାବଦରେ ଆଜି ବଡ…

ଓଡ଼ିଶାରେ ଅଲିଭ ରିଡଲେ କଇଁଛ ଅଣ୍ଡାଦାନରେ ରେକର୍ଡ

ଚଳିତ ବର୍ଷ ଓଡ଼ିଶାରେ ଅଲିଭ ରିଡଲେ କଇଁଛ ଅଣ୍ଡାଦାନରେ ରେକର୍ଡ ହୋଇଛି । ଆଜି ସକାଳ ସୁଦ୍ଧା ୫ ଲକ୍ଷ ୫୭ ହଜାର ଅଣ୍ଡାଦାନ ହୋଇଥିବା ରେକର୍ଡ ହୋଇଛି । ଯାହା ଗତବର୍ଷ ତୁଳନାରେ ଖୁବ୍ ଅଧିକ । ଗତବର୍ଷ ୫ ଲକ୍ଷ ୫୦ ହଜାର ପାଖାପାଖି ଅଣ୍ଡା ଦେଇଥିଲେ ଅଲିଭ ରିଡଲେ କଇଁଛ । ଚଉଡା ସମୁଦ୍ର କୁଳରେ…

୫ ଦିନିଆ ସିବିଆଇ ରିମାଣ୍ଡରେ ମନିଷ ସିସୋଦିଆ

ରବିବାର ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ପାଖାପାଖି ୮ ଘଣ୍ଟା ପଚରାଉଚରା ପରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ…