କନ୍ଧମାଳ ହଳଦୀ ଚାଷୀଙ୍କ ଉପରେ କୃପାଦୃଷ୍ଟି କେବେ? ପ୍ରଚୁର ଉତ୍ପାଦନ ସତ୍ତ୍ବେ ଅଭାବୀ ବିକ୍ରି
କନ୍ଧମାଳ ଜିଲ୍ଲାରେ ଏ ବର୍ଷ ହଳଦୀ ଚାଷ ଭଲ ହୋଇଥିବା ବେଳେ ଅମଳ ବି ପ୍ରଚୁର ହୋଇଛି। କିଛି ସ୍ଥାନରେ ଅମଳ ଶେଷ ହୋଇଯାଇଥିବା ବେଳେ ଆଉ କେତେକ ସ୍ଥାନରେ ଏହା ଜାରି ରହିଛି। ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ, ଚଳିତ କୃଷିବର୍ଷ ୨୦୨୫-୨୬ରେ ଜିଲ୍ଲାରେ ମୋଟ ୧୩,୫୦୦ ହେକ୍ଟର୍…
