ଆତଙ୍କ ଖେଳାଇଲେ ଲୁଟେରା: ବ୍ଲେଡ୍ ମାରି ଲୁଟିଲେ, ବାଇକ ପୋଡିଲେ
ଦଶପଲ୍ଲା ଭଞ୍ଜନଗର ରାସ୍ତାରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ବାଇକ ଆରୋହୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିବା ସହ ଲୁଟପାଟ କରିବା ଭଳି ଘଟଣା ସାମନାକୁ ଆସିଛି। ବ୍ଲେଡରେ ଆକ୍ରମଣ କରିବା ସହ ଟଙ୍କା ଲୁଟ୍ କରି ବାଇକ୍ ମଧ୍ୟ ପୋଡ଼ିଦେଇଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଦଶପଲ୍ଲା-ଭଞ୍ଜନଗର!-->…