Odia News Portal
Browsing Tag

swadhikar news

ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ଯବାନଙ୍କ ସନ୍ଦେହଜନକ ମୃତ୍ୟୁ  ।  ହତ୍ୟା ପରେ ଟାଙ୍ଗି ଦେଇଥିବା ନେଇ ବଢ଼ିଲା ସନ୍ଦେହ ।  ବଲାଙ୍ଗିର ଲରମ୍ଭା ଥାନା ଘସିଏନ ଗାଁରେ ସିଆରପିଏଫ ଯବାନ ଗଣେଶ ଭୁଏଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି   ।   ଏକ ଗଛରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି   ।   ତେବେ ବଡ଼ କଥା ହେଉଛି

ସାଙ୍ଗକୁ ବଞ୍ଚାଇବାକୁ ଯାଇ ସାଙ୍ଗ ମୃତ

ଏମିତି ସାଙ୍ଗ ଜଗତେ ନାହିଁ ।  ସାଙ୍ଗକୁ ବଞ୍ଚାଇବାକୁ ଯାଇ ସାଙ୍ଗ ମୃତ ।  କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବଡ଼ପଦନା ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଶୁଭମ ସାହୁ ।  ପଦନା ଗାଁର ଶୁଭମ ଓ ମାନସ ଅନ୍ଧାରୀ ଗାଁର ଅନ୍ୟଜଣେ ସାଙ୍ଗ ଘରକୁ ଜନ୍ମଦିନ ଭୋଜି ଖାଇବାକୁ ଯାଇଥିଲେ ।  ଛାତ

ଗଜପତି ମାର୍ଲବା ଘାଟିରେ ଓଲଟିଲା ବସ୍‌ : ୨୫ ଆହତ

ମାର୍ଲବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା । ଗଜପତି ଜିଲ୍ଲା ରାୟଗଡ଼ ଥାନା ମାର୍ଲବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା ଘଟିଛି । ବସ୍‌ଟି ଭୁବନେଶ୍ଵରଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ ମାର୍ଲବା ଘାଟିରେ ଓଲଟି ପଡିଛି ।  ଘାଟି ରାସ୍ତାରୁ ଆସୁଥିବା ବେଳେ ଆରପଟେ ଓଲଟି ପଡିଥିଲା ।  

ପାକିସ୍ତାନ ଗୁପ୍ତଚର ଲିଙ୍କ ରେ ପୁରୀ ଯୁବତୀ

ଗୁପ୍ତଚର ଅଭିଯୋଗ ରେ ହରିୟାଣା ୟୁଟୁବର ଜ୍ୟୋତି ମଲୋହତ୍ରା ଙ୍କ ଲିଙ୍କ ରେ ପୁରୀରେ ପ୍ରିୟଙ୍କା ସେନାପତି ୟୁଟୁବର ଙ୍କ ର ସମ୍ପର୍କ ରହିଥିବା IB ଖବର ପାଇଛି l ସେଥିପାଇଁ IB ପୁରୀରେ ପହଞ୍ଚି ପୁରୀ ପୋଲିସ ସହାୟତା ରେ ପ୍ରିୟଙ୍କା ଙ୍କ ଘରେ ପହଞ୍ଚି ଗତକାଲି ଠାରୁ ତାଙ୍କୁ ମାରାଥନ ଜେରା

ପାକିସ୍ତାନୀ ସ୍ପାଏ ଜ୍ୟୋତି ମଲହୋତ୍ରାଙ୍କ ଓଡ଼ିଶା ଲିଙ୍କ୍, ପୁରୀ ଯୁବତୀଙ୍କୁ IBର ପଚରାଉଚରା

ପାକିସ୍ତାନର ଗୁଇନ୍ଦାଗିରି କରୁଥିବା ଜ୍ୟୋତି ମଲହୋତ୍ରାଙ୍କ ସହ ପୁରୀ ଯୁବତୀଙ୍କ ଲିଙ୍କ୍ ଘଟଣା । ପୁରୀରେ ଇଣ୍ଟେଲିଜେନ୍ସ ବ୍ୟୁରୋର ଜେରା ।ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସହ ପୁରୀର ଯୁବତୀ ପ୍ରିୟଙ୍କା ସେନାପତିଙ୍କ କ'ଣ ସମ୍ପର୍କ ରହିଛି ସେନେଇ ଖୋଳତାଡ ହୋଇଛି

ହାଇଦ୍ରାବାଦ ଚାରମୀନାର ନିକଟ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୭ ଲୋକ

ହାଇଦ୍ରାବାଦ ଚାରମୀନାର ନିକଟରେ ଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଲୋକମାନେ ନିଆଁରେ ପୋଡି ଗୁରୁତର ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା । ମେଡିକାଲରେ ସେମାନଙ୍କର ମୃତ୍ୟୁ ହୋଇଛି । ହେଲେ ଏପର୍ଯ୍ୟନ୍ତ

ସାଆନ୍ତେ ଆସିବେ ବୋଲି… ୧୮ ଚକ ନିର୍ମାଣ ଶେଷ

ରଥ ନିର୍ମାଣର ୧୭ତମ ଦିନ ସୁଦ୍ଧା ମୋଟ ୧୮ଟି ଚକ ନିର୍ମାଣ ଶେଷ ହୋଇଛି। ଗତକାଲି ସୁଦ୍ଧା ୧୬ଟି ନିର୍ମାଣ ସମ୍ପନ୍ନ ହୋଇଥିଲା। ଏଥିସହ ତିନି ରଥର ୧୧ଟି ଲେଖାଏଁ ସାଲ ଗୁଜ, ୨୪ଟି ତିଖ ଗୁଜ, ୯ଟି ଲେଖାଏଁ ୨୭ଟି ଜଳ ଯନ୍ତ୍ର, ୩୨ଟି କୁଡ଼ୁକା, ୧୨ଟି ଓରା ଏବଂ ୪ଟି ଲେଖାଏଁ ପ୍ରଥମ ଭୂଇଁ ଖମ୍ୱୀ

ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଲିଙ୍କ୍ ରେ ଖୋଳତାଡ଼: ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା

ଗୁପ୍ତଚର ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ଖୋଲତାଡ଼ । ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା । ପୁରୀ ପୋଲିସ ସହଯୋଗରେ ଯୁବତୀଙ୍କୁ ଜେରା ହୋଇଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଗୁଡେଇତୁଡେଇ ପ୍ରଶ୍ନ କରିଛି IB । ୭ ମାସ ପୂର୍ବେ ପୁରୀ

ମାଲବାହୀ ଟ୍ରେନର ଚାରିଟି ବଗି ଲାଇନଚ୍ୟୁତ

ସୁନ୍ଦରଗଡ଼ ଜିଲ୍ଲା ବିମିଲାଗଡ଼ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନ୍ ର ଚାରୋଟି ବଗି ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍ ( ବିଓଏସ୍ ଏମ୍ ୭୭୯) ଟ୍ରେନ୍ ରକ୍ସି ରେଲୱେ ସାଇଡିଙ୍ଗରୁ ଲୁହା ପଥର ବୋଝେଇ କରି ବିମଲାଗଡ଼ ପଟକୁ ଯାଉଥିବା ବେଳେ ଡ୍ୟାମ୍ ବସ୍ତି ନିକଟରେ

ବାଜ୍ୟାପ୍ତି ହେବ ରାଜା ଚକ୍ରର ଆଲିସାନ ଫାର୍ମ ହାଉସ୍

ବାଜ୍ୟାପ୍ତି ହେବ ରାଜା ଚକ୍ରର ଆଲିସାନ ଫାର୍ମ ହାଉସ୍ । ସିଲ୍ ପରେ ଆରମ୍ଭ ହେଲା ପ୍ରକ୍ରିୟା । ଖୋଲିଲା ରାଜା ଚକ୍ର ଫାର୍ମ ହାଉସ୍ ଗୁମର । ୧୧ ଏକର ପରିମିତ ଜମିରେ ଗଢି ଉଠିଥିବା ଫାର୍ମ ହାଉସ୍ ଉପରେ ଚଢାଉ କରିଥିଲା EOW । ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ କରାଯାଇଛି ମାପଚୁପ ।