ବଢ଼ିବ ଭାରତର ପ୍ରତିରକ୍ଷା ବଜେଟ୍
ଅପରେସନ ସିନ୍ଦୂର ପରେ ବଡ଼ ଅପଡେଟ । ପ୍ରତିରକ୍ଷା ପାଇଁ ଅତିରିକ୍ତ ୫୦ ହଜାର କୋଟିର ବଜେଟ । ମୁଖ୍ୟତଃ ନୁଆ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବା କ୍ଷେତ୍ରରେ ଭାରତ ଏହି ଟଙ୍କା ବ୍ୟବହାର କରିବ । ଏହି ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଆସନ୍ତା ଶୀତ ଅଧିବେଶନରେ ସଂସଦରେ!-->…