Odia News Portal
Browsing Tag

swadhikar news

ମାଗଣା ଟିକା ରାଜ୍ୟ ମଧ୍ୟରେ ଦିଲ୍ଲୀ,କର୍ଣ୍ଣାଟକ ସାମିଲ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଦେବେ ମାଗଣାରେ ଟିକା | ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପା ଟ୍ୱିଟ ମାଧ୍ୟମରେ ଘୋଷଣା କରିଛନ୍ତି । ଏହି ମାଗଣା ଟିକା ଲୋକମାନଙ୍କ ପାଇଁ କେବଳ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ମାଗଣା ଟିକାକରଣ…

କାଲିଠାରୁ ସରକାରୀ ସ୍କୁଲରେ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ପ୍ରକ୍ରିୟା । ଏନେଇ ସମସ୍ତ ଡିଇଓ, ବିଇଓ ଓ ଡିପିସିଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି ।ଚିଠିରେ ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ…

ଟ୍ୱିନସିଟିବାସୀଙ୍କୁ ନିଶ୍ୱାସ ବାଣ୍ଟୁଛି ଶିଖ୍ ଏଡ୍

*କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଅକ୍ସିଜେନ ଯୋଗାଉଛି ଶିଖ୍ ଏଡ୍ ସଂସ୍ଥା | *ଫୋନ କରିବା ମାତ୍ରେ ୧୫ ମିନିଟରେ ଘରେ ଆସି ପହଞ୍ଚିବ ଅକ୍ସିଜେନ ସିଲିଣ୍ଡର | *ହୋମ କ୍ୱାରେଣ୍ଟାଇନ ଆକ୍ରାନ୍ତଙ୍କ ପାଇଁ ଏମାନେ ପାଲଟିଛନ୍ତି ଦେବଦୂତ |

କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍

କର୍ଣ୍ଣାଟକ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତିରୁ ପୂରା କର୍ଣ୍ଣାଟକରେ ଏହି ଲକଡାଉନ୍ ଆରମ୍ଭ ହୋଇ ଆଗାମୀ ୧୪ ଦିନ ଯାଏଁ ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।ମଙ୍ଗଳବାର ରାତି ୯ଟାରୁ ଏହି…

ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ଯୋଦ୍ଧା ବିଶ୍ୱ କେଶନ

ପିପିଲି: ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ୱ କେଶନ ହରିଚନ୍ଦନ ମହାପାତ୍ର । ମଙ୍ଗଳପୁର ସ୍ଥିତ ବ୍ଲକ୍ କଂଗ୍ରେସ କାର୍ଯ୍ୟାଳୟରୁ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରିଥିଲେ ବିଶ୍ୱକେଶନ । ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚି…

ମେ ୧ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା । ତୃତୀୟ ପର୍ଯ୍ୟାୟ ଟିକାକରଣ ସମ୍ପୂର୍ଣ୍ଣ ମାଗଣା ପାଇଁ ସରକାର ଘୋଷଣା କରିବା ପରେ ଟିକାକରଣ ନିମନ୍ତେ ପଞ୍ଜିକରଣ ବିଷୟରେ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ପ୍ରଦାନ କରିଛନ୍ତି | ଆସନ୍ତା ୨୮ରୁ…

୭ ରାଜ୍ୟକୁ ପଠାଯାଇଛି ୧୨ଶହ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍: ଏଡିଜି

ଭୁବନେଶ୍ୱର: ଅକ୍ସିଜେନ ଅଭାବ ପୂରଣ କରିଛି ଓଡିଶା । ଆଜି ଓଡିଶାରୁ ୭ ରାଜ୍ୟକୁ ପଠାଯାଇଛି ଅକ୍ସିଜେନ୍ । ମୋଟ୍ ୬୭ଟି ଟ୍ୟାଙ୍କରରେ ୧୨୬୭ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପଠାଯାଇଛି | ଏନେଇ ଏଡିଜି ଯଶୋବନ୍ତ ଜେଠ୍‌ଓ୍ୱା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ପ୍ରଦାନ କରିଛନ୍ତି । ସେ ଆହୁରି…

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଶ୍ୱକେଶନ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ । କଂଗ୍ରେସର ପିପିଲି ପ୍ରାର୍ଥୀ ବିଶ୍ୱକେଶନ ହରିଚନନ୍ଦନ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିବେ ।ଅଜିତଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ନେଇ କଂଗ୍ରେସର ମଙ୍ଗ କିଏ ଧରିବ ସେ ନେଇ ଚର୍ଚ୍ଚା…

ଶୋଇବା ଶୈଳୀ ଦୂର କରେ ଅନେକ ରୋଗ

ଭୁବନେଶ୍ବର: ଶୋଇଲେ ଦେହ ସୁସ୍ଥ ରହିଥାଏ । ନିଦ ପାଇଁ ଭଲ ବାତାବରଣ ହେବା ସହିତ ଶୋଇବାର ମୁଦ୍ରା ମଧ୍ୟ ଠିକ୍ ଥିବା ଦରକାର । ଠିକ୍ ମୁଦ୍ରାରେ ଶୋଇବା ଦ୍ୱାରା ଆପଣ କେତେକ ରୋଗରୁ ବଞ୍ଚିପାରିବେ । ଆପଣ ଯଦି ଭୁଲ୍ ମୁଦ୍ରାରେ ଶୋଇବେ ତା'ହେଲେ କୌଣସି ରୋଗ କିମ୍ବା ଶାରୀରିକ ସମସ୍ୟାର ଶିକାର ହେବେ…