Odia News Portal
Browsing Tag

swadhikar news

ପଶ୍ଚିମ ଓଡ଼ିଶା ଦାୟିତ୍ୱରେ ୧୨ ବରିଷ୍ଠ ଓଏଏସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୨ ଓଏଏସଙ୍କୁ ପଠାଗଲା ପଶ୍ଚିମ ଓଡ଼ିଶା | ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେଥିପାଇଁ ୧୨ ଓଏଏସ୍ କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ପଠା ଯାଇଛି। ତୁରନ୍ତ ସଂପୃକ୍ତ…

ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ‘ପିପିଇ କିଟ୍ ବାହାଘର’

କେରଳ: କୋଭିଡ ହସ୍ପିଟାଲରେ ପଡ଼ିଲା ହାତ ଗଣ୍ଠି । ପିପିଇ କିଟ୍ ପିନ୍ଧି ବିବାହ ବେଦୀରେ ବସିଲେ କନିଆଁ । ଆଉ ସାତ ଜନମର ସାଥି ହେଲେ କେରଳର ଏହି ନବ ଦମ୍ପତ୍ତି । କେରଳର ଏମିତି ଏକ ବାହାଘର ଏବେ ଚର୍ଚ୍ଚାରେ ରହିଛି । ବର ଜଣକ ବିଦେଶରେ ରହି ଚାକିରି କରନ୍ତି । ବିଦେଶରୁ ଫେରି କରୋନା…

ବିଜେଡ଼ିରେ ମିଶିଲେ ୪ପଞ୍ଚାୟତର କଂଗ୍ରେସ କମିଟି ସଭାପତି

ପିପିଲି: ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଆଜି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ପିପିଲି ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ବାଲୁଙ୍କେଶ୍ୱର ମହାପାତ୍ର, ରୁପୁଦେଈପୁର…

ବେଲଗାମ୍ କରୋନାସ୍ଥିତି: ୨୪ ଘଣ୍ଟାରେ ୬୦୭୩ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୦୧୨୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୫୧ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୫୨୨ ଜଣ କ୍ବାରେଣ୍ଟାଇନ୍‌ରେ…

ଭାରତକୁ ଅକ୍ସିଜେନ ସହାୟତା ଦେବ ଗୁଗଲ୍,ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ଭାରତରେ ଦିନକୁ ଭୂତାଣୁର ପ୍ରକୋପ ଏତେ ମାତ୍ରା ବଢିଯାଇଛି ଯେ, ଲୋକଙ୍କ ବଞ୍ଚିବା ମୁସ୍କିଲ୍ ହୋଇପଡୁଛି । ଯେମିତି ଲାଗୁଛି ଦୁଃଖର ପାହାଡ ଉପରେ ଛିଡା ହୋଇଛି ଭାରତ । ଏହାରି ଭିତରେ ସହଯୋଗର ହାତ ବଢାଉଛନ୍ତି ବଡ ବଡ ଦେଶ । ତେବେ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଗୁଗଲ୍…

କେନ୍ଦ୍ର ଅବହେଳାରୁ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ବିଳମ୍ବ: ଡିଏମଇଟି

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ଥ ସେଣ୍ଟ୍ରାଲ ମେଡିକାଲ ସର୍ଭିସେସ ସୋସାଇଟିଅବହେଳା ଯୋଗୁଁ ରାଜ୍ୟରେ ବିଳମ୍ବ ହୋଇଛି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ| ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏନେଇ ସୂଚନା ପ୍ରଦାନ କରିଛନ୍ତି । ପିଏମ କେୟାର୍ସ ଫଣ୍ଡ୍…