ହାତୀ ଉପଦ୍ରବ ନଷ୍ଟ କଲେ ଫସଲ, ସାଧାରଣ ଜନତା ଭୟଭୀତ
ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଞ୍ଜରେ କିଛି ଦିନ ହେଲା ହାତୀ ଉପଦ୍ରବ ଆରମ୍ଭ କରିଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଚିନ୍ତା ବଢ଼ାଇଛି। ଗାଁ ମୁହାଁ ହୋଇ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଜଙ୍ଗଲ ଛାଡ଼ି ଜନବସତିରେ କରୁଛନ୍ତି ଉପଦ୍ରବ। ଧାନ ଖାଇବା ସହ ଅନ୍ୟାନ୍ୟ ଫସଲ…
