Odia News Portal
Browsing Tag

swadhikar news

ଦରମା ଦେଉନି ଠିକାସଂସ୍ଥା, ଧାରଣାରେ ସଫେଇ କର୍ମଚାରୀ

ନିୟମିତ ଦରମା ଦେଉନି ଠିକାସଂସ୍ଥା। ବାରମ୍ବାର ଅବହେଳା କରୁଥିବାରୁ କାମ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅସ୍ଥାୟୀ ସଫେଇ କର୍ମଚାରୀ। ୩୦ ଟି ଟ୍ରାକ୍ଟର ଏବଂ ଅଟୋଟିପର ରଖି ଆବର୍ଜନା ପରିବହନ ବନ୍ଦ କରିଛନ୍ତି । ପ୍ରତିମାସ ୧୦ ତାରିଖ ସୁଦ୍ଧା ଦରମା ଦିଆଯାଉ ବୋଲି ଦାବି କରିଛନ୍ତି। ଏଥିସହ ପିଏଫ୍…

ମାଓବାଦୀଙ୍କୁ ଧରେଇ ଦିଅନ୍ତୁ, କୋଟିଏ ଟଙ୍କା ନିଅନ୍ତୁ; ବୌଦ୍ଧରେ ଲାଗିଲା ପୋଷ୍ଟର

ମାଓବାଦୀଙ୍କୁ ଧରାନ୍ତୁ କୋଟିପତି ହୁଅନ୍ତୁ । ନକ୍ସଲ ଧରାଇବା ପାଇଁ ପୁରସ୍କାର ଘୋଷଣା। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଲା ଏଭଳି ପୋଷ୍ଟର। ଟପ୍ ମାଓ ନେତା ଗଣେଶ ଉଇକେକୁ ଧରାଇ ଦେବାକୁ ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି। ଏହା ସହ ୫ ହାର୍ଡକୋର୍ ମାଓବାଦୀଙ୍କ ପାଇଁ ୫୦…

ହାତୀ ଆକ୍ରମଣରେ ଯୁବକ ଗୁରୁତର

ହାତୀ ଆକ୍ରମଣରେ ଜଣେ ଗୁରୁତର । ଆଜି ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଲା ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । କୁଣ୍ଢେଇଗଳା ଗାଁର ରାଜେନ୍ଦ୍ର ପ୍ରଧାନ ଆଜି ଭୋର୍ ସମୟରେ ଶୌଚ ପାଇଁ ଟିକିରା ନଦୀ ଆଡ଼କୁ ଯାଉଥିଲେ । ଗାଁ ମୁଣ୍ଡ ୫୩ ନମ୍ବର ଜାତୀୟ ରାଜପଥ ଉପରେ…

କର୍ଣ୍ଣାଟକ କ୍ୟାବିନେଟ୍‌ର ନିଷ୍ପତ୍ତି ସ୍କୁଲ, କଲେଜରେ ଆର୍‌ଏସ୍‌ଏସ୍‌ କାର୍ଯ୍ୟକଳାପ ଉପରେ ଲାଗିବ କଟକଣା

କର୍ଣ୍ଣାଟକର ସମସ୍ତ ସରକାରୀ ସ୍କୁଲ ଓ କଲେଜ କ୍ୟାମ୍ପସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କାର୍ଯ୍ୟକଳାପକୁ ରୋକିବା ପାଇଁ କଟକଣା ଲାଗୁ କରିବାକୁ କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ରାଜ୍ୟ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ଆଜି ଏ ବାବଦ ସୂଚନା‌ ଦେଇଛନ୍ତି। ରାଜ୍ୟ…

ଶାନ୍ତି ପଥରେ ଲାଲ୍‌ବାହିନୀ: ବନ୍ଧୁକ ଛାଡ଼ିଲେ 208 ମାଓବାଦୀ

୨୦୮ ମାଓବାଦୀ ଅସ୍ତ୍ର ଛାଡ଼ି  ହିଂସା ଛାଡ଼ି ଆତ୍ମସମର୍ପଣ କରିଛନ୍ତି। ସେମାନେ ଜଗଦଲପୁରଠା‌ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଉପସ୍ଥିତିରେ ଶାନ୍ତି ପଥକୁ ଆପଣାଇଛନ୍ତି ଲାଲ୍‌ବାହିନୀ। ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। କେନ୍ଦ୍ରୀୟ କମିଟି ସଦସ୍ୟ ରୂପେଶଙ୍କ…

ମାଟିପାତ୍ରର ଚାହିଦା କମୁଛି,ବେଉଷା ବଞ୍ଚାଇ ରଖିବା ଚିନ୍ତାରେ କୁମ୍ଭକାର ପରିବାର

ଆଉ ମାତ୍ର ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଏନେଇ ଚଳଚଞ୍ଚଳ ହୋଇ ଉଠିଲାଣି କୁମ୍ଭାରସାହି । ପିଲା ଠାରୁ ବୁଢା ଏପରିକି କୁମ୍ଭକାର ପରିବାରର ସମସ୍ତେ ଦୀପ ତିଆରି କରିବାରେ ଲାଗି ପଡ଼ିଛନ୍ତି । ହାତରେ ଚକ ବୁଲାଇ ଗଢି ଚାଲିଛନ୍ତି ଭଳି କି ଭଳି ଆକର୍ଷଣୀୟ ମାଟି ତିଆରି ସାମଗ୍ରୀ ।…

ମୁଣ୍ଡଳୀ ବ୍ୟାରେଜରୁ ମହାନଦୀକୁ ଡେଇଁ ପଡ଼ିଲେ ଯୁବକ ! ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି

ମୁଣ୍ଡଳୀ ବ୍ୟାରେଜରୁ ମହାନଦୀକୁ ଡେଇଁ ପଡ଼ିଲେ ଯୁବକ । ବ୍ୟାରେଜ ଉପରେ କାର ରଖି ଯୁବକ ନିଖୋଜ ହୋଇଯାଇଛନ୍ତି । ମହାନଦୀକୁ ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି । ଯୁବକ ଜଣକ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ…

ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣା, ମୁନା ମହାନ୍ତି ସମେତ ଆଉ ୩ ଗିରଫ

ପୋଲିସ ଏସାଆଇ ପରୀକ୍ଷା ଜାଲିଆତି ଘଟଣାରେ ମୁନା ମହାନ୍ତି ଗିରଫ । ଏସାଆଇ ପରୀକ୍ଷା ଜାଲିଆତି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଦଲାଲ ମୁନା ମହାନ୍ତିଙ୍କୁ ଗିରଫ କରିଛି । ଦଶପଲ୍ଲାରୁ ମୁନାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁନାଙ୍କ ସମେତ ଆଉ ୩ ଜଣଙ୍କୁ ଗିରଫ କରିଛି…

କାର୍ତ୍ତିକ ମାସରେ ଅଗସ୍ତି ଗଛ ଓ ଫୁଲର ମହତ୍ୱ

ଅନେକ ଜାଣି ନଥିବେ ଅଗସ୍ତି ବୋଲି ଗୋଟିଏ ଗଛ ଅଛି ଓ ଏହାର ପତ୍ର ଏବଂ ଫୁଲ କି କାମରେ ଲାଗେ । ଏହାକୁ ଏକ ପବିତ୍ର ବୃକ୍ଷ ଭାବେ ମନେ କରାଯାଏ । ବିଶେଷ କରି ଧର୍ମ ମାସ କାର୍ତ୍ତିକ ଓ ମାର୍ଗଶିରରେ ଏହାକୁ ପୂଜା କରାଯାଏ । ଏହି ଗଛର ଫୁଲ ଠିକ୍‌ ବର୍ତ୍ତମାନ ସମୟରେ ହିଁ ଫୁଟିଥାଏ । ଠିକ୍‌…

ଜାଇଫଳର ୧୧ଟି ଔଷଧୀୟ ଗୁଣ

ବର୍ତ୍ତମାନ ଯେଭଳି ପାଗ ରହୁଛି ସେଥିରେ ଥଣ୍ଡା କାଶ ଆଦି ରୋଗ ହେବା ସ୍ବାଭାବିକ । ଅନେକ ଲୋକ ଏହି ରୋଗରେ ଏବେ ପୀଡ଼ିତ । କିଏ ଔଷଧ ଖାଇ ଶୀଘ୍ର ନିଜକୁ ସୁସ୍ଥ କରିବାକୁ ପସନ୍ଦ କରେ ତ ଆଉ କେହି ଔଷଧକୁ ଏଡ଼ାଇ ଯାନ୍ତି । ପୁଣି କିଛି ଲୋକ ଘରୋ ଉପଚାର ଉପରେ ନିର୍ଭର କରନ୍ତି । ସେମିତିଏକ…