ନଦୀ ଉପର ମୁଣ୍ଡରେ କୁମ୍ଭୀର ଆତଙ୍କ, ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସତର୍କ
ନଦୀ ଉପର ମୁଣ୍ଡରେ କୁମ୍ଭୀର । ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶ୍ୟାମଚାନ୍ଦ ପାଟଣା ସ୍ଥିତ କପାଳି ନଦୀରେ କୁମ୍ଭୀର ଆତଙ୍କ ଦେଖା ଦେଇଛି ।ଗତକାଲି ସନ୍ଧ୍ୟାରେ ଦୁଇଟି କୁମ୍ଭୀର ନଦୀର କୂଳରେ ଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ । କୁମ୍ଭୀରକୁ ଦେଖିବା…
