Odia News Portal
Browsing Tag

swadhikar news

ରାଉରକେଲା ବିମାନବନ୍ଦରର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି

ରାଉରକେଲା ବିମାନବନ୍ଦରର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବିଶେଷକରି ଆଲିଆନ୍ସ ଏୟାର୍‌ ଦ୍ବାରା ଏକମାତ୍ର ଏଟିଆର୍‌-୭୨ ବିମାନର ପରିଚାଳନା ବନ୍ଦ ହୋଇଯିବାପରଠାରୁ ଏହାର ଭାଗ୍ୟ ଝୁଲିରହିଛି। ଏଭଳି ସମୟରେ ଆଗାମୀ ୨୦୨୬ ମାର୍ଚ୍ଚ ଯାଏ ରାଉରକେଲା ବିମାନସେବା ପୁନଃଆରମ୍ଭ…

ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିବାକୁ ପହଞ୍ଚିଥିଲା ଛେଳିଛୁଆ

ନିଆଳି ବ୍ଲକ୍‌ରେ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିବାକୁ ପହଞ୍ଚିଥିଲା ଛେଳିଛୁଆ! କିଛି ଦିନ ତଳେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବାରୁ ୪ଟି ଛେଳି ମରିଯିବା ପରେ ଏବେ ଛେଳିଛୁଆଟି ଏକୁଟିଆ ହୋଇଯାଇଛି। ଏପରିକି ବିଦ୍ୟୁତ୍‌ ଆଘାତ ଲାଗି ଏହି ଛେଳିଛୁଆଟିର ଗୋଡ଼ ଭାଙ୍ଗିଯାଇଛି।…

ଚୌଦ୍ୱାର ଜେଲ ପରେ ଏବେ ପୁଣି ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର

କନେଷ୍ଟବଳଙ୍କୁ ଧକ୍କା ଦେଇ ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଚୋର। ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା। ସୂଚନା ଅନୁସାରେ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା। ସେହି ଅଭିଯୋଗ ତଦନ୍ତ କରି ଦୁଇ ଦିନ ତଳେ ଚନ୍ଦକା ପୁଲିସ ରାଜାକୁ ଧରି ଆଣି ଅଧିକ ପଚରାଉଚରା କରୁଥିଲା…

ନୂଆପଡ଼ା ବ୍ୟାଟେଲ, ଚର୍ଚ୍ଚାରେ ତିନି ଚେହେରା?

ଜଟିଳ ସ୍ଥିତିରେ ନୂଆପଡ଼ା ଗଣିତ । ଜୟ ଢ଼ୋଲକିଆ ପଦ୍ମ ଧରିବା ପରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହା ଏବେ ଅସ୍ପଷ୍ଟ । ବିଶେଷ କରି ପଦ୍ମ ଶିବରକୁ ଜୟ ଡ଼େଇବା ପରେ ନିଶ୍ଚିନ୍ତ ହୋଇ ବସିଥବା ବିଜେଡି ଏବେ ପାର୍ଥୀ ଚୟନକୁ ନେଇ ନାକେମଦ ହେଲାଣି । ନୂଆ ପାର୍ଥୀ ଚୟନ ପାଇଁ ନବୀନ ନିବାସରେ ଘନ ଘନ…

କାର୍ତ୍ତିକ ପ୍ରଥମ ସୋମବାରରେ ଚଳଚଞ୍ଚଳ ଶୈବ ପୀଠ, ବାବା ଧବଳେଶ୍ଵରଙ୍କ ପାଖରେ ହଜାର ହଜାର ଶ୍ରଦ୍ଧାଳୁ

ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର। ସେଥିପାଇଁ ସବୁ ଶୈବ ପୀଠରେ ଭକ୍ତଙ୍କ ଭିଡ । ସକାଳୁ ସକାଳୁ ବାବାଙ୍କ ଦର୍ଶନ କରିବାକୁ ତତ୍ପର ହୋଇଯାଇଛନ୍ତି ଲୋକେ । ଘଣ୍ଟ ଶବ୍ଦରେ ପରିବେଶ ଯେମିତି ହୋଇଯାଇଛି ଭକ୍ତିମୟ । ସେହିପରି କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ଵରଙ୍କ…

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ମହିଳାଙ୍କୁ ନିରାଶ କରିଛି: ପ୍ରଭାତୀ ପରିଡ଼ା

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ‘ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ, ସେମାନେ ନିଜକୁ ମଧ୍ୟ…

ମମତାଙ୍କ ବିବାଦୀୟ ମନ୍ତବ୍ୟ: ‘ରାତିରେ ଝିଅମାନେ ବାହାରକୁ ଯିବା ଉଚିତ ନୁହେଁ’

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ‘ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ, ସେମାନେ ନିଜକୁ ମଧ୍ୟ…

ବଢ଼ିବ ବାଘ, ହାତୀଙ୍କ ବାସସ୍ଥାନ: ମହାନଦୀ, ସମ୍ବଲପୁର ହାତୀ ସଂରକ୍ଷିତ ଜଙ୍ଗଲ ପରିସୀମା ବଢ଼ିବ

ଓଡ଼ିଶାରେ ହାତୀଙ୍କ ସଂଖ୍ୟା ୨,୧୦୩ରେ ପହଞ୍ଚିଛି। ମାତ୍ର ସେମାନଙ୍କ ରହିବାକୁ ଜାଗା ନାହିଁ। ବାଘଙ୍କ ସଂଖ୍ୟା ୩୦ ଟପିଥିଲେ ମଧ୍ୟ ବଢ଼ୁଥିବା ଜନବସତି ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସ୍ଥିତି ଧୀରେ ଧୀରେ ସାଂଘାତିକ ହେଉଥିବାରୁ ରାଜ୍ୟ ସରକାର ବାଘ, ହାତୀଙ୍କ ପାଇଁ ଅଧିକ ଜଙ୍ଗଲ ସଂରକ୍ଷିତ…

ନିର୍ମାଣାଧୀନ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କାମ ସରୁନି

ଗତ ୩ବର୍ଷ ହେବ ଗୁଣାତ୍ମକ ଶିକ୍ଷା ପାଇବାରୁ ନବରଙ୍ଗପୁର ଜିଲ୍ଲାର ୩ହଜାର ପିଲା ବଂଚିତ ହେଉଛନ୍ତି। ଏହାର କାରଣ ହେଉଛି ଜିଲ୍ଲାର ୭ଟି ବ୍ଲକରେ ୧୨୬କୋଟି ଟଙ୍କାରେ ନିର୍ମାଣାଧୀନ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କାମ ସରିବା ନାଁ ନେଉନି। ଗତ ୨୦୨୧ ମସିହାରେ ତତ୍କାଳୀନ ଆଦିବାସୀ ବ୍ୟାପର…

ମଦମୁକ୍ତ ଓଡ଼ିଶା ଗଠନ ପାଇଁ ନୂଆଦିଲ୍ଲୀରେ ଶପଥ

ଦିଲ୍ଲୀ ରାଜଘାଟର ମହାତ୍ମାଗାନ୍ଧୀଙ୍କ ସମାଧିପୀଠଠାରେ ଗତକାଲି ‘ମଦମୁକ୍ତ ଭାରତ’ର ଆହ୍ବାନରେ ‘‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା)’ର ପ୍ରାୟ ୧୪ରୁ ଅଧିକ କର୍ମକର୍ତ୍ତାଙ୍କ ସମେତ ସାରା ଦେଶରୁ ୧୫ଟି ରାଜ୍ୟର ପ୍ରତିନିଧି ଉପସ୍ଥିତ ରହି ‘ମଦମୁକ୍ତ ଭାରତ’ ଗଠନ ପାଇଁ ଶପଥ…