ସସ୍ମିତ ବିଶ୍ୱାଳ ହତ୍ୟାକାଣ୍ଡ ଘଟଣା : ସିନ୍ ରିକ୍ରିଏସନ୍ କଲା ହତ୍ୟାକାରୀ
ରାଜଧାନୀରେ ଜମି ବ୍ୟବସାୟୀ ସସ୍ମିତ ବିଶ୍ୱାଳ ହତ୍ୟାକାଣ୍ଡ ଘଟଣାରେ ସିନ୍ ରିକ୍ରିଏସନ୍ କଲା ହତ୍ୟାକାରୀ । ଏୟାର୍ଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି କାଜୁ ଜଙ୍ଗଲରେ ବିଲ୍ଡର ସସ୍ମିତ ବିଶ୍ୱାଳଙ୍କୁ ହତ୍ୟା କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି!-->…